Browsing Category

ରାଜ୍ୟ

କେନ୍ଦୁଝର କଂଗ୍ରେସ ଭବନରେ ନେହେରୁ ଜୟନ୍ତୀ ପାଳନ।

 କେନ୍ଦୁଝର,ତା୧୪/୧୧- ଆଜି ଥିଲା ନେହେରୁ ଜୟନ୍ତୀ ଶିଶୁ ଦିବସ, ତେଣୁ ସବୁ ସ୍କୁଲ ତଥା ବିଭିନ୍ନ ଅନୁଷ୍ଠାନରେ ଏହା ପାଳନ କରାଯାଇଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହରଲାଲ ନେହୁରୁ ସେଥିଲେ ରାଷ୍ଟ୍ର ନିର୍ମାତା। ଏହି ମହାନ ରାଷ୍ଟ୍ର ଭକ୍ତ ବେଶୀ ଦିନ ଜେଲରେ ରହିଥିବା ଜଣେ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ତେଲକୋଇରେ ଡାକ୍ତର ସଙ୍କଟ,ବିଗୁଡୁଛି ସ୍ବାସ୍ଥ୍ୟ ସେବା।

୨୩ ଡାକ୍ତର ବଦଳରେ ୪ ଡାକ୍ତରଙ୍କ ହାତରେ ଲୋକଙ୍କ ଜୀବନ। କେନ୍ଦୁଝର,ତା୧୪/୧୧- କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ଉତ୍କଟ ହୋଇଛି।ଫଳରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି।ଏବେ ୨୩ ଡାକ୍ତର ବଦଳରେ ୪ ଜଣ ଡାକ୍ତରଙ୍କ ହାତରେ…

ନୟାଗଡ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ

ନୟାଗଡ଼:- ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ…

ବାପାକୁ ପଛରେ ପକାଇଲା ପୁଅ,ଏନ୍. ଡି. ଏ ର ବାଜିମାତ୍ ଭଞ୍ଜନଗରରେ ବିଜେପିର ବିଜୟ ଉତ୍ସବ*

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ। ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଲଗାତାର ଭାବରେ ସବୁ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ । ବୃହତ ବ୍ୟବଧାନରେ ଏକତରଫା ଭାବେ…

ସାଇବର ସଚେତନତା ଉପଲକ୍ଷେ ୱାକାଥନ ଆୟୋଜିତ

ଜଗତସିଂହପୁର, ତା ୧୪.୧୧. ୨୦୨୫/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ସାଇବର ସଚେତନତା ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ୱାକାଥନ ର ଆୟୋଜନ…

କୁମୁଦିନୀ ଫାଉଣ୍ଡେସନ୍ ତରଫରୁ ପ୍ରବନ୍ଧ ପ୍ରତିଯୋଗିତା

  ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ଆଜି ପବିତ୍ର ଶିଶୁ ଦିବସ ଅବସରରେ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ "ମୋ ଜେଜେ ମାଆ ଓ ମୋ ଜେଜେ ବାପା " ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି I ଆଜି ଏହି ଅବସରରେ ଗୋବରା ସ୍ଥିତ ଶ୍ରୀ…

ପଶୁପାଳନ ସଚେତନତାକୁ ନେଇ ଡେରାବିଶରେ ଆୟୋଜିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ପଡ଼ିଆରେ ଆୟୋଜିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରଚୁର ଦେଖିବାକୁ ମିଳିଥିଲା। ପ୍ରାଣୀ ସମ୍ପଦ ବିଭାଗର ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ଜଣେ କୋର୍ଟଚାଲାଣ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଜଣେ ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ବେଲଗୁଣ୍ଠା ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗୁରୁବାର ଦିନ ବେଲଗୁଣ୍ଠା ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ଭିକାରୀ ମହାନ୍ତି (୫୫) ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ ଯେ ବଲାଡ଼ି ଗ୍ରାମର…

ପୁନର୍ବାସର ସ୍ଵତନ୍ତ୍ର ଶିଶୁ ଥେରାପି କେନ୍ଦ୍ର ଉଦଘାଟିତ ।

କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ଶିଶୁ ଥେରାପି କେନ୍ଦ୍ର ଆଜି କେନ୍ଦ୍ରାପଡ଼ା ସହରର…

ବିଜେପୁର ରେ ଆତ୍ମା ର ଗୁରୁତ୍ଵପୂର୍ଣ୍ଣ ବୈଠକ : ଚାଷୀ ଙ୍କୁ ଯୋଗାଇ ଦିଆଯିବ ଆଳୁ ବିହନ

ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର କୃଷି କାର୍ଯ୍ୟାଳୟରେ ଆଜି ଆତ୍ମା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରବି ଋତୁ ପାଇଁ ସରକାରଙ୍କ ବିଭିନ୍ନ କୃଷି-ଯୋଜନା, ବ୍ଲକର କୃଷି ଉନ୍ନୟନ, ଜୈବ ଚାଷର ପ୍ରଚାର, ନୂତନ ପ୍ରଯୁକ୍ତିର ବ୍ୟବହାର, କୃଷକ ପ୍ରଶିକ୍ଷଣ ଓ ଯୋଜନାର…