Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିଶୁ ବିଦ୍ୟାମନ୍ଦିର ରେ ଶିଶୁ ଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ, ବରଗଡ ଆନୁକୁଲ୍ଯରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ ଙ୍କ ସଭାପତିତ୍ବରେ "ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ…
ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ; ଅନୁପସ୍ଥିତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଅଚାନକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ସେବାରେ ଡାକ୍ତରଙ୍କ ଅବହେଳା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ସୂଚନା ପ୍ରକାରେ ଆଜି…
ଶୁନ୍ୟ ମୃତାହତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ସରକାରଙ୍କ ଦ୍ୱାରା ନଭେମ୍ବର ୧୬ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସହିତ ଶୁନ୍ୟ ମୃତାହତ ପାଳନ ସପ୍ତାହ କାର୍ଯ୍ୟକ୍ରମ ଜାରି ରହିଛି ।ଏହି ଅବସରରେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା ତଥା ଶୁନ୍ୟ ମୃତାହତ…
ରେଳ ଧାରଣାରୁ ମହିଳାଙ୍କ ଶବ ଉଦ୍ଧାର
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ଥାନା ଅର୍ନ୍ତଗତ ମଣ୍ଡଳ କାରାଗାର ନିକଟ ରେଳ ଧାରଣାରେ ଜନୈକା ମହିଳାଙ୍କ ଶବକୁ ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳା ଜଣଙ୍କର ପରିଚୟ ମିଳିନଥିବା ବେଳେ ତା ନିକଟରୁ…
୨୦ତମ ଶିଶୁ ମହୋତ୍ସବ-୨୦୨୫ : ସ୍ପନ୍ଦନ ରାଉରକେଲା ସହ ଯୋଡ଼ିହେଲା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍,ଓଡିଶା
ରାଉରକେଲା, (ବସନ୍ତ କୁମାର ଜେନା) : ରାଉରକେଲା ଇସ୍ପାତ କାରଖାନାର ଆନୁକୂଲ୍ୟରେ ଏବଂ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ ସ୍ପନ୍ଦନ, ରାଉରକେଲା ଦ୍ୱାରା ଆୟୋଜିତ ୨୦ତମ ଶିଶୁ ମହୋତ୍ସବ-୨୦୨୫ ରାଉରକେଲା ସିଭିକ ସେଣ୍ଟର ଠାରେ ସଫଳତାର ସହ ସମାପ୍ତ ହୋଇଛି । ନଭେମ୍ବର ୧୬ରୁ ୧୮…
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍ଜିସିଏନ୍ଆଇ) ସହଯୋଗୀତାରେ ଏକ ଦୁଇ ଦିନିଆ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି…
ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ: ଶିଳ୍ପ ଅଭିବୃଦ୍ଧି ଏବଂ ଭବିଷ୍ୟତ ଅର୍ଥନୀତି ପାଇଁ ଓଡ଼ିଶାର ଦୃଷ୍ଟିକୋଣକୁ ପ୍ରଦର୍ଶିତ…
ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ପକ୍ଷରୁ ଚଳିତ ୨୫ ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ୨୦୩୬ ସୁଦ୍ଧା ଏକ ଦୃଢ଼…
ଏଆଇ ଅଫରକୁ ଅପଗ୍ରେଡ୍ କଲା ଜିଓ, ଏବେ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଜେମିନି୩ ଆକ୍ସେସ୍
- ସମସ୍ତ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତା ୧୮ ମାସ ପାଇଁ ମାଗଣାରେ ଜେମିନି ପ୍ରୋ ପ୍ଲାନ୍ ପାଇବେ
- ଅଫରର ବଜାର ମୂଲ୍ୟ ୩୫,୧୦୦ ଟଙ୍କା, ଯାହା ଜିଓ ଅସୀମିତ ୫ଜି ଉପଭୋକ୍ତାଙ୍କୁ ମାଗଣାରେ ଉପଲବ୍ଧ
- ଗୁଗୁଲର ନୂତନତମ ଜେମିନି ୩ ମଡେଲ୍ ଏହି ଅଫରରେ ଅନ୍ତର୍ଭୁକ୍ତ ରହିଛି
-…
ଉପକୂଳ ରାଜପଥ ପୂର୍ଣ୍ଣାଙ୍ଗ ରୂପ ନ ନେବା ଯାଏ ଚୁପ୍ ବସିବନି ବିଜେଡି
ବେପରୁଆ ଭାବେ ପ୍ରକଳ୍ପକୁ ଦୁର୍ବଳ କରିବା ଚିନ୍ତାର ବିଷୟ
ଭୁବନେଶ୍ୱର, ୧୯ା୧୧ା୨୦୨୫: ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ପ୍ରକଳ୍ପ ଯେ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନ ନେଇଛି, ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିରବ…
ସ୍ପୋର୍ଟସ ହଷ୍ଟେଲ ନୟାଗଡ଼କୁ ହରାଇ ବିହାର ଟିମ୍ ୧-୦ ଗୋଲରେ ବିଜୟୀ,
୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫
ଓଡ଼ଗାଁ,୧୯/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର…