Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେନଟିଭି ଅ୍ୟାଣ୍ଡ ସୋସିଆଲ୍ ମେଡିସିନ୍ ,ଓଡିଶା ରାଜ୍ୟ ଶାଖା ୨୦୨୫ ଦୁଇ ଦିନିଆ…
କଟକ ତା ୨୨-୧୧-୨୦୨୫ ରିଖ(ରଞ୍ଜିତ ମହାପାତ୍ର) ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେନଟିଭି ଅ୍ୟାଣ୍ଡ ସୋସିଆଲ୍ ମେଡିସିନ୍ (IAPSM),ଓଡିଶା ରାଜ୍ୟ ଶାଖା ୨୦୨୫ ଦୁଇ ଦିନିଆ କର୍ମଶାଳା ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜର ସେଣ୍ଟ୍ରାଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୂଖ୍ୟ…
ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
ରାୟଗଡ ତା ୨୨-୧୧-୨୦୨୫.: ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଶନିବାର ସ୍ଥାନୀୟ ଶାସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଉପଜିଲ୍ଲାପାଳ ରମେଶ କୁମାର ଜେନା ମୁଖ୍ଯ ଅତିଥିରୂପେ ଏବଂ ଆବାହକ ଏବଂ ଉପ ନିର୍ଦ୍ଦେଶକ ତଥା…
କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ସେଫ୍ଟି ଆଓ୍ୱାର୍ଡ
ଭୁବନେଶ୍ୱର: ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୪ରେ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅବଦାନ ପାଇଁ ପ୍ଲାଟିନମ ବର୍ଗରେ ଏହି ସମ୍ମାନ ମିଳିଛି। ଆଇକ୍ୟୁଇଏମଏସ ପକ୍ଷରୁ ଆୟୋଜିତ ଷୋଡ଼ଶ ଜାତୀୟ…
ଗାୟତ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ l
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣୁପୁର ତା ୨୨.୧୧.ସ୍ଥାନୀୟ ରେଗେଡା ସ୍ଥିତ ଫର୍ମାସି ବୈଷୟିକ ମହାବିଦ୍ୟାଳୟ ରେ ଫାର୍ମାସିଷ୍ଟ ଆଡ଼ଭୋକେଟ ଫର ଭେକସିନସନ ବିଷୟବସ୍ତୁ ନେଇ ଆଲୋଚନା ଚକ୍ର ଉଦଯାପିତ ହୋଇ ଯାଇଛି l ଅନୁଷ୍ଠାନ ର ଚେୟାରମେନ ଅକ୍ଷୟ ଦାଶ ସମ୍ପାଦକ ସଞ୍ଜୟ ସାହୁ ଏବଂ…
ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ
ନବରଙ୍ଗପୁର ତା ୨୨.୧୧.୨୦୨୫:ଅଶୋକ ସାହୁ, ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ଵାରା…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍ଘାଟିତ ।
ପଦ୍ମପୁର- ସ୍ଥାନୀୟ ଆର୍.ବି. ହାଇ ସ୍କୁଲ ପଡ଼ିଆରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍ଘାଟିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ କଲେଜ ରୋଡ଼ ସ୍ଥିତ କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ମଶାଳ ଅଣାଯାଇ ଥିଲା l ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁଙ୍କ…
ନର୍ସଙ୍କୁ ଡାକ୍ତର ଦେଉଛନ୍ତି ମାନସିକ ଯାତନା !!!
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ସିଡିଏମଓ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ମୁଖ୍ୟାଳୟର ଜଣେ ଡାକ୍ତର କେତେକ ନର୍ସଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ନର୍ସମାନେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…
ବିଦ୍ୟାଳୟ ପରିସର ରେ ଉତ୍ତେଜନା ମଦ୍ୟପ ପ୍ରଧାନ ଶିକ୍ଷକ ଙ୍କୁ ପଲିସ ର ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ ।
ଯାଞ୍ଚ ରେ ଅତ୍ୟଧିକ ମଦ୍ୟପାନ ସଂକେତ, ପଚାରିବାରୁ ଅଜବ ଯୁକ୍ତି।
ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଉଚ୍ଚ ବିଦ୍ୟାଳୟ କାର୍ଯ୍ୟଳୟ -କାର୍ଯ୍ୟଳୟ ଭିତରେ ପଲିସ । ନିଶାସକ୍ତ ଅବସ୍ଥା ରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ବିଭାଗୀୟ WEO ଙ୍କ ଉପସ୍ଥିତି ରେ କରାଯାଉଛି ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ ।…
ଓପିଜିସି ତରଫରୁ ପଣ୍ଡରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଇବ ଥର୍ମାଲ, ୨୧/୧୧/୨୦୨୫ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପଣ୍ଡରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡରୀ ସରପଞ୍ଚ ସୁଭାଷିନୀ ସାହୁ…
ସୋଆ କୃଷି ମହାବିଦ୍ୟାଳୟରେ ପଦ୍ମଚାଷ ଗବେଷଣା ଏବଂ ନୂତନ କିସମ ଉଦ୍ଭାବନର ଶୁଭାରମ୍ଭ
ଭୁବନେଶ୍ୱର, ନଭେମ୍ବର ୨୧ : ଭାରତର ଜାତୀୟ ଫୁଲ ପଦ୍ମ ସହିତ ଦେଶବାସୀଙ୍କ ଭାବଗତ ସମ୍ପର୍କ ଅତି ନିବିଡ଼ ଏବଂ ପୁରାତନ । ଏହି ଫୁଲର ଚାଷ, ଏହା ଉପରେ ଗବେଷଣା ଓ ନୂ୍ରଆ କିସମ ଉଦ୍ଭାବନ କରି ଚାଷ ନିମନ୍ତେ ବିଧିବଦ୍ଧ ଭାବେ ଗୁରୁବାର ଛତାବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି…