ନର୍ସଙ୍କୁ ଡାକ୍ତର ଦେଉଛନ୍ତି ମାନସିକ ଯାତନା !!!

3

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ସିଡିଏମଓ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ମୁଖ୍ୟାଳୟର ଜଣେ ଡାକ୍ତର କେତେକ ନର୍ସଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ନର୍ସମାନେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀଙ୍କୁ ନ୍ଦ୍ରର ନର୍ସମାନେ ଲିଖୂତ ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ ଡାକ୍ତରଙ୍କୁ ଛୁଟି ମାଗିଲେ ସେ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି। ସ୍ବତନ୍ତ୍ର ନବଜାତ ଯତ୍ନ କେନ୍ଦ୍ର ନର୍ସମାନେ ଅଭିଯୋଗ କରିଛନ୍ତି ଯେ ଏହି ଡାକ୍ତର ନିଜ ଇଚ୍ଛା ମୁତାବକ କାର୍ଯ୍ୟ କାର୍ଯ୍ୟ ଦିବସ ସ୍ଥିର କରୁଛନ୍ତି। ନିଜ ମର୍ଜିରେ ଡ୍ୟୁଔଟି ତାଲିବ ତାଲିକା ପ୍ରସ୍ତୁତ କରୁଛନ୍ତି। ନର୍ସମାନଙ୍କ ସୁବିଧା ଅସୁବିଧା । ଦେଖୁନାହାନ୍ତି। ତେଣୁ ନର୍ସମାନଙ୍କୁ ଦୈନିକ ୧୩/୧୪ ଘଣ ଘଣ୍ଟା କାମ କରିବା ପାଇଁ ପଡୁଛି। ଏହି

ଡାକ୍ତର ଜଣେ ନର୍ସଙ୍କୁ ଅନୁକମ୍ପା ଦେଖାଇ ତାଙ୍କୁ କୌଣସି ଦାୟିତ୍ୱ ଦେଉନାହାନ୍ତି। ଅଥଚ ଅନ୍ୟ ନର୍ସମାନଙ୍କ ଉପରେ ଦାଉ ସାଧୁଛନ୍ତି। ଜଣେ ନର୍ସ ସବୁଦିନ ନିଜ ଘରୁ ରୋଷେଇ କରି ଆଣି ତାଙ୍କୁ ଖାଇବାକୁ ଦେଉଥୁବାରୁ ତାଙ୍କୁ ଡାକ୍ତର ସବୁବେଳେ ସକାଳେ ଡ୍ୟୁଟି ଦେଉଛନ୍ତି। ଅନ୍ୟ ନର୍ସମାନଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା ଭଳି ଖରାପ ଭାଷାରେ ଗାଳି ଦେଉଛନ୍ତି। ଦୁବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏହି ଡାକ୍ତରଙ୍କୁ ଋତୁସ୍ରାବ ଛୁଟି ମାଗିଲେ ସାନିଟାରୀ ନାପକିନ ପିନ୍ଧି ଫଟୋ ଦେଖାଇଲେ ଯାଇ ଛୁଟି ଦେବି ବୋଲି ସେ ସମସ୍ତଙ୍କ ସମ୍ମୁଖରେ

କହିଥିଲେ ବୋଲି ନର୍ସମାନେ ଲିଖୂତ ଅଭିଯୋଗ କରିଛନ୍ତି। ରାତିରେ ନବଜାତ ରୋଗୀ ଆସିଲେ ସେ ଦେଖୁବାକୁ ଆସନ୍ତି ନାହିଁ । ତେ ନାହିଁ | ତେଣୁ ବାଧ୍ଯ ହୋଇ ଜରୁରିକାଳୀନ ବିଭାଗରୁ ଅନ୍ୟ ଡାକ୍ତରଙ୍କୁ ଡାକିବାକୁ ପଡ଼ୁଛି। ସ୍ଵତନ୍ତ୍ର ନବଜାତ ଯତ୍ନ କେନ୍ଦ୍ରରେ କାର୍ଯ୍ୟରତ ନର୍ସମାନେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ । ଏଭଳି ଅନେକ ଗୁରୁତର ଅଭିଯୋଗ ଆଣି ତାଙ୍କ ବିରୋଧ ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ । ସମ୍ପର୍କରେ ସମ୍ପର୍କ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧୂକା ଅଧୂକାରୀ ଡାକ୍ତର ସୁରେଶ ମହାନ୍ତିଙ୍କୁ ପଚାରିବାରୁ ସେ କହିଛ ନହିଛନ୍ତି ଯେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି। ଅଭିଯୋଗ ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.