Browsing Category

ରାଜ୍ୟ

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର, ନଭେମ୍ବର ୩୦: ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଶ୍ରୀମତି ଦମୟନ୍ତୀ ବେସ୍ରା । ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ…

ସର୍ବଭାରତୀୟ ଭଞ୍ଜଟ୍ରଫି -୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଶ୍ରେଷ୍ଠ ବିଜେତା ମରାଠା -୧୧ ଭଞ୍ଜନଗର ୩/୧ ଗୋଲ୍

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଞ୍ଜାମଜିଲ୍ଲା ଭଞ୍ଜଭୂମି ଭଞ୍ଜନଗର ପୁରୁଣା ଜେଲ୍‌ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି -୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍‌ ଖେଳର ଅନ୍ତିମ ଦିବସ ସପ୍ତମ ଦିନ ରବିବାର ୩୦/୧୧/୨୦୨୫ ରେ ସୁନ୍ଦରଗଡ଼ ଦୋସ୍ତି ଫୁଟବଲ କ୍ଲବ ଓ ଭଞ୍ଜନଗର ମରାଠା-୧୧…

ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ,ଓଡ଼ଗାଁ ପୋଲିସ ଦ୍ବାରା ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ ଅଟକ

ଓଡ଼ଗାଁ,୩୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ଖଣିଜ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ବୋଝେଇ ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକଙ୍କୁ ଅଟକ ରଖିଥିବା ଜଣାଯାଇଛି।ଚାଳକ ଜଣକ କୋମଣ୍ଡ ମଶାଣି…

ପନ୍ତିଖାରୀ ଆର ଆଇ କାର୍ଯ୍ୟାଳୟ ଉଦ୍ଘାଟିତ

ଆରଆଇ ଅଞ୍ଚଳର ୨୦ ଜଣ ଆବେଦନକାରୀଙ୍କୁ ଅତିଥିଙ୍କ ଦ୍ବାରା ପଟ୍ଟା ବଣ୍ଟନ, ଗାଁରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୁତି ଓଡ଼ଗାଁ,୩୦୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ପନ୍ତିଖାରୀ ଶାସନ ଠାରେ ରାଜସ୍ବ ନିରୀକ୍ଷକଙ୍କ ନୂତନ…

ମାନବିକ ଅଧିକାର ସୁରକ୍ଷା ପାଇଁ ବାରର ଭୂମିକା ଶୀର୍ଷକ ପାଠ୍ୟଚକ୍ର

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ମାନବିକ ଅଧିକାର ସୁରକ୍ଷା ଆମ ଦାୟିତ୍ବ: ଜଷ୍ଟିସ ଷଡ଼ଙ୍ଗୀ ଓଡ଼ଗାଁ,୩୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନ୍ୟାୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର। ଯଦି ନ ପହଞ୍ଚେ ତେବେ ଆମ୍ଭେ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଅଛୁ ବୋଲି ଭାବିବା ଉଚିତ୍ ହେବ…

ରବି ସ୍ୱାଇଁ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମ ପଂଚାୟତ ର ସୁନ୍ଦର ଗ୍ରାମରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାଳୟ ର କର୍ମଚାରୀ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରବିବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ପ୍ରସୂତିର ମୃତ୍ୟୁ ଅଭିଯୋଗ।

             ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା ନେଇ ଲୋକେ ତୀବ୍ର ପ୍ରତିବାଦ କଲେ।                କେନ୍ଦୁଝର,ତା୩୦/୧୧- ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲ ପରସରରେ ତେଣୁ…

୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶ

୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ଼ା. ବାବା ସାହେବ୍ ଆମ୍ବେଦକରଙ୍କ ସ୍ମୃତିରେ ଅନୁଷ୍ଠିତ ଅଭିଯାନ ବିଜେପୁର:-ବରଗଡ଼ ଜିଲ୍ଲାର ବିଜେପୁର ସହର ସ୍ଥିତ ପଡ଼ିଆ ଠାରେ ୭୬ତମ ସମ୍ବିଧାନ ଦିବସ ଅବସରରେ ଏକ ବିରାଟ…

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ: ପ୍ରତିଭାଧାରୀଙ୍କ ସମାବେଶ

ନବରଙ୍ଗପୁର:୩୦.୧୧. ୨୦୨୫: ଅଶୋକ ସାହୁ,କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ କାଲି ୨୯.୧୧.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୫ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ…

ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର, କଟକ ଓ ଏ‌ଏଲ‌ଆଇଜି ଶୈକ୍ଷିକ ଓ ଜନମଙ୍ଗଳ ଅନୁଷ୍ଠାନର ସହଯୋଗରେ ଏହାକୁ…