Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ–ଅଭିଭାବକ ବୈଠକ
ବେଲଗୁଣ୍ଠା,୧୩/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବାଙ୍କ ବଜାର ସ୍ଥିତ ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାର ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏକ ଶିକ୍ଷକ–ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ!-->…
ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ ରେ ଚିକିତ୍ସା, ଆୟୁଷ୍ମାନ ଡିଜିଟାଲ…
ଭୁବନେଶ୍ୱର, ୧୩.୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ କାର୍ଡଧାରୀମାନଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ(PM-RAHAT) ରେ ମାଗଣା ଜରୁରୀକାଳୀନ!-->!-->!-->…
ହିଣ୍ଡାଲକୋର ବାଫ୍ଲିମାଳି ଦୀର୍ଘସ୍ଥାୟୀ ଖଣି କାର୍ଯ୍ୟପଦ୍ଧତି ନିମନ୍ତେ ଏଏସ୍ଆଇ ମାନ୍ୟତା ହାସଲ କରିବାରେ ଭାରତର…
-ସମୁଦାୟ ଖଣି ଖନନ, ସ୍ମେଲଟିଂ ଓ ଡାଉନ୍ଷ୍ଟ୍ରିମ ଉତ୍ପାଦନରେ ୧୧ଟି ଏଏସ୍ଆଇ- ପ୍ରମାଣିକୃତ କାର୍ଯ୍ୟପରିଚାଳନା ସହିତ ଦାୟିତ୍ୱସମ୍ପନ୍ନ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ହିଣ୍ଡାଲକୋର ନେତୃତ୍ୱକୁ ପୁନଃସୁଦୃଢୀକରଣ କରୁଛି
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ!-->!-->!-->!-->!-->…
ବରପାଲିରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ବିଜେପୁର : ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ନାରା ଏବଂ ମନରେ ମାତୃଭୂମି ପ୍ରତି ସମ୍ମାନ। ଏଭଳି ଦେଶପ୍ରେମର ଭାବନାରେ ଗୁଞ୍ଜରିତ ହୋଇଥିଲା ବରପାଲି ସହର।ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବରପାଲିରେ ଅନୁଷ୍ଠିତ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର!-->!-->!-->…
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର
ନବରଙ୍ଗପୁର, ତା. ୧୩.୦୮.୨୦୨୬: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।!-->!-->!-->…
ନିଜ କିମ୍ବା ଦଳର ବଚସ୍କର ଖୋଜିବାକୁ ଯାଇ ଯୋଗ୍ୟତମ ବ୍ୟକ୍ତିଙ୍କୁ ଉପେକ୍ଷା କରନାହିଁ, ରାଜ୍ୟବାସୀଙ୍କ ସ୍ବାର୍ଥ ଆଗ’’
ଆଇନ୍ଶୃଙ୍ଖଳା ପରିସ୍ଥିତି ଯାହା, ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସରକାରଙ୍କ ଆାଚରଣ ଅକ୍ଷମଣୀୟ: ଭକ୍ତ‘‘
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯିବା ପରେ ବି ଓଡ଼ିଶାର ବିଜେପି ସରକାରଙ୍କ ଚେତା ପଶୁନାହିଁ। ରାଜ୍ୟର ସ୍ବାର୍ଥ ନୁହେଁ, ସଂପ୍ରତି ଓଡ଼ିଶା ପୁଲିସ ଡିଜି!-->!-->!-->…
ନାବାଳିକାଙ୍କ ଘର ଆଗରେ ହାଇଡ୍ରାମା, ବିଷପାନ ଅଭିନୟ କରି ବ୍ଲାକମେଲ୍ ଅଭିଯୋଗ : ଯୁବକ ଗିରଫ,
ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନାବାଳିକାଙ୍କୁ ପୁନର୍ବାର ନେଇଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କ ଘର ଆଗରେ ଜଣେ ଯୁବକ ବିଷପାନ କରିବାର ଅଭିନୟ କରି ହାଇଡ୍ରାମା କରିଥିବା ଘଟଣା ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା!-->!-->!-->…
ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
ଓଡ଼ଗାଁ, ୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ‘ଭାରତ ମାତା କି ଜୟ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ!-->…
ସମ୍ ନର୍ସିଂ କଲେଜ କ୍ୟାମ୍ପସ-୨ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ଭୁବନେଶ୍ୱର, ଅଗଷ୍ଟ ୧୨: ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ -୨ ପକ୍ଷରୁ ଅଗଷ୍ଟ ୬ ଓ ୭ ଦୁଇ ଦିନ ଧରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏସ୍ଏନ୍ସି-କ୍ୟାମ୍ପସ୍-୨ର ଡିନ୍ ଡାକ୍ତର!-->!-->!-->…
ପଦ୍ମପୁର ବ୍ଲକ ଜୋନ୍–୧ରେ ଅଣ୍ଡର-୧୭ ଜୋନାଲ୍ କ୍ରୀଡ଼ା ପ୍ରତିଯୋଗିତା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୮/୨୬ ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର/ଗୁଡ଼ିଆବନ୍ଧା: ବ୍ଲକ ଜୋନ୍–୧ ଅନ୍ତର୍ଗତ ମଧ୍ୟରେ -୧୭ ଜୋନାଲ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିଆବନ୍ଧାସ୍ଥିତ ବସନ୍ତ ଦେବୀ ବିଦ୍ୟାପୀଠ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ!-->!-->!-->…