Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏରସମା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୨୨.୧୨.୨୦୨୫ ରିଖ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ…
ଲୋକସଭା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଦ୍ୱିତୀୟ ଦିବସରେ କବାଡି ରେ ମାଲକାନଗିରି ଚମ୍ପିୟାନ
ନବରଙ୍ଗପୁର : ତା ୨୨.୧୨.୨୨୦୫:ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବରେ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ…
ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୮ ତମ କ୍ରୀଡ଼ା ଉତ୍ସବ ଉଦଯାପିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ତିନିଦିନ ଧରି ଚାଲିଥିବା ୨୮ ତମ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୋରଡ଼ା ବିଧାୟକ…
ଜିଲ୍ଳାସ୍ତରୀୟ ଜାତୀୟ ଗଣିତ ଦିବସ ପାଳିତ
କେନ୍ଦୁଝର,ତା୨୨/୧୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ.ପ୍ରା. ବିଦ୍ୟାଳୟ, ଗୋବିନ୍ଦପୁର ଠାରେ ଜିଲ୍ଲାସ୍ତରୀୟ ଗଣିତ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ କୁଇଜ୍, ସେମିନାର, ଗଣିତ ପଜଲ୍ , ଗଣିତ ମେଳା, କ୍ଷୀପ୍ର ପ୍ରଶ୍ନ ଉତ୍ତର ପ୍ରତିଯୋଗିତା…
କେନ୍ଦୁଝର ଜିଲ୍ଲା ବିଜେପି ପଦାଧିକାରୀଙ୍କ ନାମ ଘୋଷଣା
କେନ୍ଦୁଝର,ତା୨୨/୧୨- କେନ୍ଦୁଝର ଜିଲ୍ଲା ବିଜେପି ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଜିଲ୍ଲା ଉପସଭାପତି ଭାବେ ଜ୍ଞାନରଞ୍ଜନ…
ପାଇକମାଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା…
ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ବ୍ୟାପକ ଅବ୍ୟବସ୍ଥା
ଦୁଇ ଘଣ୍ଟା ବିଳମ୍ବରେ ଉଦଯାପନ କାର୍ଯ୍ୟକ୍ରମ
ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ…
ଦିପ୍ତୀପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ଉଦଯାପିତ।
ପଦ୍ମପୁର :- ଦିପ୍ତୀପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତିରେ ଦୁଇ ଦିନ ଧରି ଚାଲିଥିବା ରଜତ ଜୟନ୍ତୀ ସମାରୋହ ଉଯାପିତ ହୋଇଯାଇଛି। ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ପ୍ରଥମେ ପାଠଚକ୍ର ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଦ୍ବିତୀୟ ଦିନରେ ଶିକ୍ଷାକେନ୍ଦ୍ର ସଭାପତି…
ମନରେଗା ନାମ ପରିବର୍ତ୍ତନ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ: ପୁରୀରେ କଂଗ୍ରେସର ନିରବ ପ୍ରତିବାଦ
ପୁରୀ (ଅନିମେଶ ପଟ୍ଟନାୟକ): କେନ୍ଦ୍ର ସରକାର ମନରେଗାର ନାମ ପରିବର୍ତ୍ତନ କରି ଏହାର ମୂଳ ଆତ୍ମା, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ଦୁର୍ବଳ କରୁଛନ୍ତି। ଏହା କେବଳ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ନୁହେଁ, ବରଂ ଶ୍ରମିକ, ଆଦିବାସୀ, ଦଳିତ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗଙ୍କ ସହ ଏକ ପ୍ରକାର…
ଟାଟା ପାୱାର ବିରୋଧରେ କଂଗ୍ରେସର ଗର୍ଜନ; ଅତିରିକ୍ତ ସୁରକ୍ଷା ଜମା ଲାଗୁକୁ ବିରୋଧ
ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୁଦ୍ଧରେ ଗର୍ଜନ କରିଛି କଂଗ୍ରେସ । ଅତିରିକ୍ତ ସୁରକ୍ଷା ଜମା ରାଶି ଓ ବିଦ୍ୟୁତ ବିଲରେ ଅନିୟମିତତାକୁ ପାଥେୟ କରି ଟାଟା ପାୱାର ଅଫିସ ଘେରିଛି କଂଗ୍ରେସ ।
ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର…