Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଦୁର୍ଘଟଣାରେ ହୋମ ଗାର୍ଡ ଗୁରୁତର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ବୁଧବାର ପୁଲିସ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ହୋମ ଗାର୍ଡ ଙ୍କୁ ଗୁରୁତର…
ଜାତୀୟ ଉପଭୋକ୍ତା ଦିବସ ପାଳିତ
ଜଗତସିଂହପୁର, ତା.୨୪.୧୨.୨୫ ରିଖ ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ-୨୦୨୫ ଜିଲ୍ଲା ପ୍ରଶାସନ, ଜଗତସିଂହପୁର (ବୈଧମାପ ବିଜ୍ଞାନ) ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶା ଓ ସ୍ବାମୀ ବିବେକାନନ୍ଦ ସ୍ମାରକି ସ୍ବୟଂ ଶାସିତ…
ସରସ୍ବତୀ ଶିଶୁବିଦ୍ୟାମନ୍ଦିର୨୭ତମ ବାର୍ଷିକ ଉତ୍ସବ ୨୦୨୫
"ବାର୍ଷିକ ଉତ୍ସବ ଆତ୍ମସମୀକ୍ଷାର ଅବସର"
ଓଡ଼ଗାଁ,୨୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ -୨୦୨୫ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ…
ଜାତୀୟ ଖାଉଟି ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସ୍ ଷ୍ଟାଣ୍ଡ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬…
ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଘାଟିତ
ନୟାଗଡ଼(ବିଶ୍ୱଜିତ ନାୟକ) : - ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ଉଦଘାଟନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,…
ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ମେରୀ ଖ୍ରୀଷ୍ଟମାସ ଦିବସ ପାଳିତ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ୍ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଏଥି ପାଇଁ ବିଦ୍ୟାଳୟର ପ୍ରାଙ୍ଗଣକୁ ଖ୍ରୀଷ୍ଟମାସ୍ ଟ୍ରି ରେ ସଜ୍ଜିତ…
ଜିଲ୍ଲା ପ୍ରଶାସନ ଦ୍ବାରା ମହେନ୍ଦ୍ରଗଡରୁ ଉଦ୍ଧାର ହେଲେ ୬ ଜଣ ନାବାଳକ ଅସହାୟ ଶିଶୁ
ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୂତ୍ରରୁ ୬ ଜଣ ଶିଶୁ ଅତି ଦୟନୀୟ ଅବସ୍ଥାରେ ଥିବାର ଖବର ଜିଲ୍ଲା ପ୍ରଶାସନ ର ହସ୍ତଗତ ହେଲା ପରେ ତତ୍ କ୍ଷଣାତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ରଗିରି ର ଶକ୍ତି ସଦନର କର୍ମଚାରୀ ଶିଶୁ ମାନଙ୍କୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଚାଇଡ ହେଲପ୍…
ସାଂସ୍କୃତିକ ଶୋଭାଯାତ୍ରା ସହ ଧୁମଧାମରେ ଶୁଭାରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ରାଜ୍ୟ ଭିତରୁ ଓ ବାହାରୁ ଅଂଶଗ୍ରହଣ କଲେ ୨୨ଟି ସାଂସ୍କୃତିକ ଦଳର ଶତାଧିକ କଳାକାର
ବରଗଡ଼, ୨୪.୧୨.୨୦୨୫ : ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏହିବର୍ଷ ଏକ ଭବ୍ୟ ଓ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆଧିକାରିକ ଭାବେ ଶୁଭାରମ୍ଭ ହୋଇଛି।…
ହିଣ୍ଡାଲକୋ ହିରାକୁଦ ସ୍ମେଲ୍ଟର୍ ଏବଂ ପାୱାର୍ ୟୁନିଟ୍, ସମ୍ବଲପୁରରେ 150 KLD କ୍ଷମତାର ଏକ ଅତିରିକ୍ତ ଆଧୁନିକ ମଳ…
ଭୁବନେଶ୍ୱର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହିରାକୁଦ ସ୍ମେଲ୍ଟର୍ ଏବଂ ପାୱାର୍ ୟୁନିଟ୍, ସମ୍ବଲପୁର, 150 KLD କ୍ଷମତାର ଏକ ଅତିରିକ୍ତ ଆଧୁନିକ ମଳ ଶୋଧନ କେନ୍ଦ୍ର (STP) ସଫଳତାର ସହ କମିଶନିଂ କରି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସସ୍ଥାୟୀତ୍ୱ ମାଇଲସ୍ଟୋନ୍ ହାସଲ କରିଛି। ଉନ୍ନତ…
ଅନୁ ଗର୍ଗ ହେବେ. ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ
ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ଥିବା ଶ୍ରୀମତୀ ଅନୁ ଗର୍ଗ ହେବେ. ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ. ମନୋଜ ଆହୁଜା ଏଇ 31 ତାରିଖରେ ଅବସର ନେଉଥିବା ବେଳେ ଶ୍ରୀମତୀ ଗର୍ଗ ତାଙ୍କ ସ୍ଥାନରେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ…