ଅନୁ ଗର୍ଗ ହେବେ. ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

0 1

ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ଥିବା ଶ୍ରୀମତୀ ଅନୁ ଗର୍ଗ ହେବେ. ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ. ମନୋଜ ଆହୁଜା ଏଇ 31 ତାରିଖରେ ଅବସର ନେଉଥିବା ବେଳେ ଶ୍ରୀମତୀ ଗର୍ଗ ତାଙ୍କ ସ୍ଥାନରେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଵିଜ୍ଞାପ୍ତିରେ କୁହାଯାଇଛି.

Leave A Reply

Your email address will not be published.