Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ୟୁଆଇଏଲ୍ ସିଏସଆର୍ ପ୍ରକଳ୍ପ ପରିଦର୍ଶନ
ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ…
ଖୋର୍ଦ୍ଧା ମଣ୍ଡଳର ରେଳ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ।
କେନ୍ଦୁଝର,ତା୨୯/୧୨- ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କନ୍ଫରେନ୍ସ ହୋଲଠାରେ ଆଜି ରେଳବାଇ ତରଫରୁ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀଯୁକ୍ତ ଆଲୋକ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସମୟରେ ଉପସ୍ଥିତ ବୁଦ୍ଧି ଓ ସତର୍କତା…
ବ୍ରାହ୍ମଣଡ଼ିହି ଗାଁ ରେ ସିରଜିନା ମେଲନ ମେସନ୍ ର ପ୍ରସ୍ତୁତି ବୈଠକ୍
ପଦମପୁର :- ଗ୍ରାମରେ ମେଲନ ମେଶନ କାର୍ଯ୍ଯକ୍ରମ ର ପ୍ରସ୍ତୁତି ବୈଠକ ଶ୍ରୀ ରାଜେନ୍ଦ୍ର କୁମାର୍ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଗ୍ରାମ ଗୌନ୍ତିଆ, ସ୍କୁଲ ର ଚେୟାରପର୍ସନ, ୱାର୍ଡ ମେମ୍ବର ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ।ଗ୍ରାମ ର ପୂର୍ବତନ ଅବସର ପ୍ରାପ୍ତ…
ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର କୃତିତ୍ୱ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ତରଫରୁ ହରିହରାନନ୍ଦ ଗୁରୁକୁଳ ଆଶ୍ରମ , ବାଲିଘାଇ , ପୁରୀଠାରେ ଆୟୋଜିତ ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଣତି ଚୌଧୁରୀଙ୍କୁ ସ୍ୱତନ୍ତ୍ର…
ପ୍ରକୃତିର ସମ୍ଭାରକୁ ସାଇତିଛି ଚଇତି l
ଲୋକ ନୃତ୍ୟ ଓ ଗୀତର ହାର ପାଲଟିଲା ଚତୁର୍ଥ ରଜନୀ l
ରାୟଗଡା: (ସରୋଜ କୁମାର ସାହୁ) ନାଗାବଳୀ, ବଂଶଧାରା, ଝଂଜାବତି ନଦୀ ଓ ଦେବଗିରି, ନିୟମଗିରି, ପାଇକପଡା, ଚାଟିକଣା, ଖୀନଖୀନା ପାହାଡ଼ର ମହାଦେବଙ୍କ ସମେତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଝିଘରିଆଣି ଓ ରାୟଗଡ଼…
କ୍ରୀଡା ପଦକ୍ଷେପ ମାଧ୍ୟମରେ ମଜବୁତ ସମ୍ପ୍ରଦାୟ ଗଠନ ପ୍ରୟାସ
ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୫: ଝାରସୁଗୁଡାର ଗ୍ରାମ ଏବଂ ବିଦ୍ୟାଳୟଗୁଡ଼ିକରେ କ୍ରୀଡା ତୃଣମୂଳ ସ୍ତରର ବିକାଶର ଏକ ଶକ୍ତିଶାଳୀ ବାହକ ଭାବରେ ଉଭା ହେଉଛି। ନିରନ୍ତର ଏବଂ ସଂରଚିତ ହସ୍ତକ୍ଷେପ ମାଧ୍ୟମରେ, ବେଦାନ୍ତ ଝାରସୁଗୁଡା ପିଲା ଏବଂ ଯୁବକମାନଙ୍କ ପାଇଁ ସଂଗଠିତ କ୍ରୀଡାର ପ୍ରବେଶକୁ…
ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳ ମଧ୍ୟରେ ଉତ୍ସବ ମୁଖର ହୋଇପଡୁଛି ଶ୍ରୀ ରଘୁନାଥ ଜିଉଙ୍କ ପୀଠ
ଓଡ଼ଗାଁ, ୨୯।୧୨(ଶ୍ରୀକାନ୍ତ କୁମାର ମିଶ୍ର) : ଭାରତର ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଏକ ପ୍ରସିଦ୍ଧ ଓ ଅନନ୍ୟ ଐତିହ୍ୟସମ୍ପନ୍ନ ବିଷ୍ଣୁ କ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପୀଠ ଏବେ ପର୍ଯ୍ୟଟକଙ୍କ ଭିଡ଼ ଓ କୋଳାହଳ ମଧ୍ୟରେ ଉତ୍ସବ ମୁଖର ହୋଇ…
ବ୍ଲକ୍ ସ୍ତରୀୟ ବ୍ରାହ୍ମଣ ସଭା।
ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ଝାରବନ୍ଧ ଠାରେ ଦୁର୍ଗା ମଣ୍ଡପ ପରିସର ରେ ପଣ୍ଡିତ ଝସକେତନ ନନ୍ଦ ଙ୍କ ସଭାପତିତ୍ବ ରେ ଏକ ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମହାସଭା ରେ ବେଦ ପାଠ କରିଥିଲେ ।ଝାରବନ୍ଧ ବ୍ଲକ ବ୍ରାହ୍ମଣ ସଭା ର…
ଗୋନାସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: କଳା, ସଂସ୍କୃତି ଓ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା
କେନ୍ଦୁଝର,ତା୨୯/୧୨- କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସାଂସ୍କୃତିକ ଗଣପର୍ବ ‘କେନ୍ଦୁଝର ଗୋନାସିକା ମହୋତ୍ସବ-୨୦୨୫’ ଧୁମଧାମର ସହ ଆଗେଇ ଚାଲିଛି। ଆଜି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ କଳା, ସଂସ୍କୃତି ଏବଂ ଆଧୁନିକ ସଙ୍ଗୀତର ଏକ ଅପୂର୍ବ ସଙ୍ଗମ ଦେଖିବାକୁ…
୨୫ ବର୍ଷର ସେବା ଯାତ୍ରା; ମିତ୍ରସଂଘର ରୌପ୍ୟ ଜୟନ୍ତୀ ଉଦ୍ଦଯାପିତ
ପୁରୀ, (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ସୋମବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ଦଯାପିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ…