Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁଭଦ୍ରା ଶକ୍ତି ମେଳା ଉଦଘାଟିତ,ଷ୍ଟଲ ଖାଲି, ପଡ଼ିଆ ଖାଲି
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ବେପରୁଆ ନୀତି ପାଇଁ ସୁଭଦ୍ରା ମେଳା ଏକ ପ୍ରହସନ ବୋଲି ଆଲୋଚନା ହେଉଛି । ରାଜ୍ୟ ସରକାର ସୁଭଦ୍ରା ଶକ୍ତି ମେଳା ପାଇଁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦ କରିଛନ୍ତି । ମାତ୍ର ସୁଭଦ୍ରା ଶକ୍ତି ମେଳା ସମ୍ପର୍କରେ…
କେସିଙ୍ଗାରେ ମେଗା ଏଡମିସନ୍ ମେଳା: ୨୧୮ ବିଦ୍ୟାଳୟ ବାହାରେ ରହିଥିବା ଶିଶୁ-କିଶୋରମାନଙ୍କର ଏନ୍ଆଇଓଏସ୍ ଓ…
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କେସିଙ୍ଗା ବ୍ଲକ୍ ଶିକ୍ଷା ଅଫିସ୍ ପକ୍ଷରୁ ସ୍ଥାନୀୟ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଠାରେ ବିଦ୍ୟାଳୟ ବାହାରେ ରହିଥିବା ଶିଶୁ-କିଶୋରମାନଙ୍କ ପାଇଁ ଆୟୋଜିତ ମେଗା ଏଡମିସନ୍ ମେଳାରେ ୨୧୮ ଜଣ ଛାତ୍ର-ଛାତ୍ରୀମାନେ ନିଜ…
ବିପ୍ଲବୀ ଧରଣୀଧର ମୂର୍ତ୍ତି ପାଖ ଫୁଲ ଗଛରେ ପାଣି ଢାଳି ପ୍ରାପ୍ୟ ପାଇନଥିବାର ଅଭିଯୋଗ।
କେନ୍ଦୁଝର,ତା୧୨/୧- ଆଜି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାମୁନାଳିଆ, ନେଙ୍କଡ଼ାଘର ଗ୍ରାମର ଗଣେଶ୍ୱର ମହାକୁଡ଼ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିଜ ପ୍ରାପ୍ୟ ପାଇ ନଥିବାରୁ ଅଭିଯୋଗ କରିବାକୁ ଆସିଥିଲେ। ସୂଚନା ମିଳିଛି କି ଅଳ୍ପ ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଯାପିତ
କଟକ,ତା ୧୨.୦୧.୨୦୨୬ ରିଖ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ପଞ୍ଚଦିବସୀୟ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାର ଆଜି ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ସଭାପତି ଜିଲ୍ଲା ପରିଷଦ କଟକ,…
ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ
କଟକ: ଆଜି କଟକସ୍ଥିତ ଆର.କେ. ପାଢୀ ମେମୋରିଆଲ ହଲ୍ରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ୪୬ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି।
ପୋଲିସ ଅଧିକାରୀ ଓ…
କୁଡୁମୁଲୁଗୁମ୍ମା ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନା ଉତ୍ସବ
କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ଦେବତୀ/ ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋହିତ ଅଭିଷେକ ଶତପଥୀ ଓ ରମେଶ ଚନ୍ଦ୍ର ରଥଙ୍କ ପୈରହିତରେ ଗ୍ରାମର ମହିଳାମାନେ ମୁଣ୍ଡରେ ଜଳ କଳସ ଧରି ଏକ ଶୋଭାଯାତ୍ରାରେ ନିକଟସ୍ଥ ନଦୀରୁ ଜଳ ଆଣି…
ଗାଇସିଲେଟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ଗାଇସିଲେଟ :-ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା କରିଥିଲେ।ଏହା…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବାଲ୍ ଓ କନ୍ୟା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା ତତ୍ତ୍ଵାବଧାନରେ ବାଲ୍ ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
ଜାତୀୟ ଯୁବ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)ର ସଂଯୁକ୍ତ ଆୟୋଜନରେ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଯୁବ ଦିବସ ରୂପେ ଉତ୍ସାହ ଓ ଉଳ୍ଲାସର ସହିତ ପାଳିତ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରାଗିଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ…