Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହ୍ୟୁମାନିଟି ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକୋତ୍ସବ.
ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିପ୍ତୀ ବିଶ୍ବାଳ ସୁନ୍ଦରାୟଙ୍କ ସଭାପତିତ୍ବ , ସମ୍ପାଦିକା ଲୀନା ତ୍ରିପାଠୀଙ୍କ ଆବାହକତ୍ୱ ଓ ପ୍ରତିଷ୍ଠାତା ତଥା…
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳରେ ବାଣ ଗୋଦାମକୁ ନେଇ ଜନ ବିରୋଧ.
ସୁନ୍ଦରଗଡ଼ / ନୂଆଗାଁ, (ବସନ୍ତ କୁମାର ଜେନା) : ନୂଆଗାଁ ବ୍ଲକର ଲିମଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁଆଁବାହାଲ ସାହୁ ବସ୍ତି ଠାରେ ଏକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିରମିତ୍ରପୁର ତହସିଲଦାର ଗୌରୀ ନାୟକ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ, ଏହି ଜନ ଶୁଣାଣିର ମୁଖ୍ୟ…
ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା
ନୟାଗଡ଼(ବିଶ୍ୱଜିତ ନାୟକ):- ବିଜୁ ଜନତା ଦଳ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ହୋଇଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ…
ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଥିବା ଏକ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଚାଲିଛି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜିକୁ ସାତ ଦିନ ହେଲା ,ଓଡ଼ିଶା ସରକାର ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଅନୁଷ୍ଠାନର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ପ୍ରତ୍ଯକ୍ଷ…
ଗଜପତି ଉତ୍ସବ-୨୦୨୫ର ପୋଷ୍ଟର ଓ ପ୍ରଚାର ରଥ ଶୁଭ ଉଦଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂସ୍କୃତି ପରିଷଦ , ଗଜପତି ଦ୍ଵାରା ଆୟୋଜିତ କରାଯାଉଥିବା ଗଜପତି ଉତ୍ସବ- ୨୦୨୫ ର ପୋଷ୍ଟର କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉନ୍ମୋଚନ ହୋଇଯାଇଛି। ସେହିପରି…
କବିରାଜ ବୈଦ୍ୟ ବ୍ରଜବାସି ବାଜୁବନ୍ଧଙ୍କ ୧୪୨ତମ ଜନ୍ମ ବାର୍ଷିକ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କବିରାଜ ବୈଦ୍ୟ ବ୍ରଜବାସି ବାଜୁବନ୍ଧଙ୍କ ୧୪୨ତମ ଜନ୍ମ ବାର୍ଷିକ ପାଳନ ଖଣ୍ଡିଆ ସାହିସ୍ଥ ତୁଳସୀ ଚାଉଁରା ମଣ୍ଡପ ଠାରେ କବିରାଜ ବୈଦ୍ୟ ବ୍ରଜବାସି ବାଜୁବନ୍ଧ ୧୪୨ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି । ଏଥିରେ ଆଧ୍ଯତ୍ମିକ , ଧାର୍ମିକ ଭକ୍ତିଭରାଚିତ…
ପୈତୃକ ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ,
ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଆଜି ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଅନ୍ତର୍ଗତ ଗୋଡିପଡା,ନୂଆ ଟାଙ୍ଗିସାହିରେ ହୋଇଥିବା ମରଣାନ୍ତକ ଆକ୍ରମଣ ମୋକଦ୍ଦମାର ଫଇସଲା କରି ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ଜନ୍ମେଜୟ ଦାସ ଆକ୍ରମଣକାରୀ ୨ ଅଭିଯୁକ୍ତଙ୍କୁ…
ଚେମେଡିରେ ୱାଟରସେଡ୍ ମହୋତ୍ସବ।
ବିଦ୍ୟାଳୟ ପରିସରରେ ନଡ଼ିଆ ଚାରା ରୋପଣ,
ଚେମେଡି ଅମୃତ ସରୋବର ଲୋକାର୍ପଣ,ସେଚକୂପ ଭୂମି ପୂଜନ
ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମୃତ୍ତିକା ସଂରକ୍ଷଣ ଓ ଦଳବିଭାଜିକା ତରଫରୁ ବାଣ୍ଠପୁର ପଞ୍ଚାୟତ ଚେମେଡି ଠାରେ ୱାଟରସେଡ୍ ମହୋତ୍ସବ…
ଓଡ଼ଗାଁ ଥାନା ଅଞ୍ଚଳରେ ଅବକାରୀ ଚଢାଉ: ୫ଲିଟର ଦେଶି ମଦ ସହିତ ଶହଶହ ଗୁଟୁକା ଜବତ୍,ଜଣେ ଗିରଫ,
ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସର ଅପରେସନ ଷ୍ଟ୍ରାଇକ୍ ଜାରି ରହିଥିବା ବେଳେ ଏହି କ୍ରମରେ ବାହାଡାଝୋଲା ଫାଣ୍ଡି ବେରୁଆଁବାରୀ ଗାଆଁରେ ଚଢ଼ାଉ ବେଳେ ୫ ଲିଟର ଦେଶିମଦ ଜବତ କରିବା ସହିତ ଏନେଇ ଓଡ଼ଗାଁ ଥାନାରେ ୧୭/୨୦୨୬ରେ ଏକ ମାମଲା ରୁଜୁ ହୋଇଛି…