Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲଗୁଣ୍ଠା ସାହିତ୍ୟ ଘର ସଭାପତିଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଶୁଭେଚ୍ଛା ଜ୍ଞାପନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ତଥା ବିଶିଷ୍ଟ ନାଟ୍ୟକାର, ସାହିତ୍ୟିକ, କବି, ସଙ୍ଗୀତଜ୍ଞ ମୋତିଲାଲ ପତି ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଥିବା ବେଳେ ତାଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି I ସୂଚନା…
ମାଲକାନଗିରି ରେ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ -୨୦୨୬ ଉଦ୍ଘାଟିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ ଙ୍କ ରିପୋର୍ଟ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ - ମାଲକାନଗିରି ଜିଲ୍ଲା ତା ୨୨.୦୧.୨୦୨୬ ଏବଂ ୨୩.୦୧.୨୦୨୬ ରିଖ ଗୁରୁବାର ସମୟ ୧୨:୦୫ମି. ରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ…
ମକରମେଳାରେ ଲୋକଙ୍କୁ ସଚେତନତା କରିବା ସହିତ ସମ୍ପର୍କ ଯୋଡୁଛି ମିଡିଆ ହାଉସ
କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ବରାହାଟିପୁରା ଠାରେ ୧୫୨ ପାବଚ୍ଛ ଉପରେ ପ୍ରଭୁ ନୀଳକଣ୍ଠେଶ୍ଵର ପୂଜା ପାଉଛନ୍ତି। ତାଙ୍କରି ପାଦ ଦେଶରେ ଐତିହାସିକ ମକରମେଳା ଜମୁଛି। ଏବେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ମିଡିଆ ହାଉସ୍। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ତଥା ଜାଗ୍ରତ…
ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଏବଂ ଆତ୍ମନିର୍ଭର ଓ ସ୍ବଦେଶୀ ମେଳାରେ ବରିଷ୍ଠ କଳାକାରମାନେ ସମ୍ବର୍ଦ୍ଧିତ ହେଲେ।
କେନ୍ଦୁଝର,ତା ୨୨/୧- ଚଳିତ ମାସ ୧୫ ତାରିଖରୁ ୨୧ ତାରିଖ ଯାଏ କାଳୀ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଏବଂ ଆତ୍ମନିର୍ଭର ଓ ସ୍ଵଦେଶୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଶତାଧିକ ଷ୍ଟଲ ପଡ଼ିଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଆସି ନିଜ ଦ୍ୱାରା ଉତ୍ପାଦିତ…
ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ୨୬ ତମ ବାର୍ଷିକ ଉତ୍ସବ ପାଳିତ
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-- ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଛବିଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଶିଶୁ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ କାର୍ଯ୍ୟକ୍ରମ କୁ ସ୍ଵାଗତ କରିବା ସହିତ ସାମୁହିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ…
ବ୍ଲକ ସ୍ତରୀୟ ଇକୋ କ୍ଲବ୍ ବିଜ୍ଞାନ ମେଳା ଉଦଯାପିତ
କେନ୍ଦୁଝର,ତା୨୨/୧- କେନ୍ଦୁଝର ସଦର ବ୍ଲକ ଆନୁକୂଲ୍ୟରେ ପରିବେଶ ଅଧ୍ୟୟନ କେନ୍ଦ୍ର,ଓଡ଼ିଶା ତରଫରୁ ପ୍ରଯୋଜିତ ବ୍ଲକ ସ୍ତରୀୟ ଇକୋ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା…
କିଡନୀ ରୋଗରେ ପୀଡିତଙ୍କୁ ଡେରୁଣିଆର ”ହେଲ୍ପ ଫର ପିପୁଲ”ର ସାହାଯ୍ୟ
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ କିଡନି ରୋଗରେ ପୀଡିତ ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଡେରୁଣିଆର ଅଗ୍ରଣୀ ସ୍ୱେଛାସେବୀ ସଂସ୍ଥା “ହେଲ୍ପ ଫର ପିପୁଲ” ତରଫରୁ ଆଜି ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି |ଦୀର୍ଘ ସମୟ ଧରି କିଡନି…
ମଧ୍ୟ ପ୍ରଦେଶ ରାଷ୍ଟ୍ର ଭାଷା ପୁରସ୍କାର ପାଇବେ ସୁଜିତ କୁମାର ପୃଷେଠ ।
ଭୋପାଳ / ବରଗଡ:- ୨୦୨୫ ବର୍ଷର ସମ୍ମାନଜନକ ଶ୍ରୀ ବୀରେନ୍ଦ୍ର ତିୱାରୀ ସୃଜନାତ୍ମକ ରାଷ୍ଟ୍ରଭାଷା ପୁରସ୍କାର ପାଇବା ପାଇଁ ଲେଖକ ଏବଂ ସ୍ତମ୍ଭକାର ଡ଼ ସୁଜିତ କୁମାର ପୃଷେଠ ମନୋନୀତ ହେଇଛନ୍ତି । ମଧ୍ୟ ପ୍ରଦେଶ ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ସ୍ଥାପିତ ଶ୍ରୀ ବୀରେନ୍ଦ୍ର ତିୱାରୀ…
ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ
ନବରଙ୍ଗପୁର ତା ୨୨.୧.୨୦୨୬:ଅଶୋକ ସାହୁ, ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ଜିଲ୍ଲାପ୍ରଶାସନ ନବରଙ୍ଗପୁର ଓ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ର ମିଳିତ ସହଯୋଗରେ ଆଜି ନବରଙ୍ଗପୁର ମିସନ ଶକ୍ତି ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ…
ଆଦିତ୍ୟ ଆଲୁମିନା ରିଫାଇନେରୀରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ:-ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରୀଗୁଡ଼ା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସପ୍ତାହରେ କର୍ମଚାରୀ,…