Browsing Category

ରାଜ୍ୟ

ଅଗଷ୍ଟରେ ହୋଟେଲ ମୋହିନୀ ରୟାଲରେ ସମ୍ମାନ ସମାରୋହ

ଝାରସୁଗୁଡ଼ା: ସାମାଜିକ କାର୍ଯ୍ୟରେ ସକ୍ରିୟ ସ୍ୱେଚ୍ଛାସେବୀ ସଂସ୍ଥା ‘ହମ୍ ସାଥ୍ ସାଥ୍ ହୈ’ ପକ୍ଷରୁ ଆସନ୍ତା ୨୧ ଅଗଷ୍ଟରେ ଝାରସୁଗୁଡ଼ାସ୍ଥିତ ହୋଟେଲ ମୋହିନୀ ରୟାଲରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୭୨ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବ।

ସହରର ମନ୍ଦିର ମାନଙ୍କୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଦାବୀ ଉଠାଇଲା କଳିଙ୍ଗ ସାମ୍ବାଦିକ ସଂଘ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: - ଆଜି ୧୯/୮/୨୬ ଗୁଣପୁର ସହର ମଧ୍ୟରେ ଥିବା ଦେଵୋତ୍ତର ବିଭାଗ ଅଧିନସ୍ଥ ମନ୍ଦିର ଗୁଡ଼ିକ ରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି। ଦେବୋତ୍ତର ଅଧିକାରୀ ମାନଙ୍କ ଅବହେଳା ତଥା ପରିଦର୍ଶନ ଅଭାବ ଯୋଗୁଁ ଅନେକ ମନ୍ଦିର ରେ ନୀତିକାନ୍ତି ରେ ବିଭ୍ରାଟ

ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵରେ ତଥା ଉକ୍ତ ସ୍ଥାନର ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବେନେର୍ ଫ୍ରେମ ଲାଗି ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୁଲାଡ଼

ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ…

ବଲାଙ୍ଗିର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆୟୋଜିତ ହୋଇଥିଲା। ଏହି ଅବସରରେ ଶତାଧିକ ଯୁବ ଓ ଛାତ୍ର କର୍ମୀ ଏକତ୍ରିତ ହୋଇ

ସବୁଜ ଶକ୍ତି କ୍ଷେତ୍ରରେ ଟିପିଡବ୍ଲୁଓଡିଏଲ୍‌ର ନୂଆ ରେକର୍ଡ, ଜୁଲାଇ ମାସରେ ୮,୦୦୦ରୁ ଅଧିକ ନୂତନ ରୁଫଟପ୍ ସୋଲାର…

୧୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ପାଉଛନ୍ତି ଶୂନ୍ୟ ୟୁନିଟ୍ ବିଜୁଳି ବିଲ୍; ନୂଆପଡ଼ା ଜିଲ୍ଲା ଶୀର୍ଷରେ ବୁର୍ଲା, ୧୯ ଅଗଷ୍ଟ ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପଶ୍ଚିମ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

ଭୁବନେଶ୍ୱର, ଅଗଷ୍ଟ ୧୮: କ୍ରିଟିକାଲ୍ କେୟାର୍ ମେଡିସିନ୍ କ୍ଷେତ୍ରରେ ଦୀର୍ଘ ପାଂଚ ଦଶନ୍ଧିର ଅବଦାନ ଓ ସେବା ପାଇଁ ସମ୍ ଅଲ୍‌ଟିମେଟ୍ ମେଡିକେୟାରର ସିନିୟର କନସଲଟାଂଟ (କ୍ରିଟିକାଲ୍ କେୟାର ମେଡିସିନ୍‌) ଡାକ୍ତର ବାନାମ୍ବର ରାୟଙ୍କୁ ସମ୍ମାନଜନକ ‘ଅନରିଙ୍ଗ ଆୱାର ଗୁରୁ’ ପୁରସ୍କାର ପ୍ରଦାନ

ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର, ଅଗଷ୍ଟ ୧୮: ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍‌, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍‌: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍‌’ ବିଳମ୍ବନ ଅର୍ଥାତ୍

“ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ରାଜ୍ୟର ଅଧିକାର ଛଡ଼ାଇ ନେବ”

"ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍‌କୁ ତ୍ୱରାନ୍ୱିତ କରିବ" : ପ୍ରଫୁଲ୍ଲ ସାମନ୍ତରା ଭୁବନେଶ୍ୱର (୧୮ ଅଗଷ୍ଟ ୨୦୨୬) : କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ମାଧ୍ୟମରେ ରାଜ୍ୟମାନଙ୍କ ଅଧିକାର, ରାଜସ୍ୱ ଓ ପ୍ରାକୃତିକ ସମ୍ପଦ ଉପରେ ହସ୍ତକ୍ଷେପ କରାଯାଇଥିବା

ପାରଳାର ବୃନ୍ଦାବନ ପ୍ୟାଲେସ ଉନ୍ନତିକରଣ ସହ ନୂଆ ବସ୍‌ଷ୍ଟାଣ୍ଡ ପାଇଁ ଦାବି କଲେ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର Committee on Papers Laid on the Table (ସଭା ଟେବୁଲ୍‌ରେ ଉପସ୍ଥାପିତ ଦଲିଲ ସମ୍ପର୍କିତ କମିଟି)ର ୨୦୨୬-୨୭ ବର୍ଷର ୪ର୍ଥ ବୈଠକ ଆଜି, ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର ରୁମ୍ ନମ୍ବର ୫୫ରେ ଅନୁଷ୍ଠିତ ହେଉଛି।

ରାପାଟନାଳୀରେ ପାଣି, ରାସ୍ତାରେ ମାଟି… ୩ ବର୍ଷର ପ୍ରକଳ୍ପରେ ଜନତା ହନ୍ତସନ୍ତ !

୧୫ ଦିନର ପ୍ରତିଶ୍ରୁତି ବି ଗଲା ପାଣିରେ! ଘଣ୍ଟ ବଜାଇଲେ ଲୋକେ, ହେଲେ ବ୍ୟବସ୍ଥାର ନିଦ କେବେ ଭାଙ୍ଗିବ? କେନ୍ଦ୍ରାପଡ଼ା:୧୮/୦୭ (ପ୍ରଫୁଲ୍ଲ କୁମାର ମଲ୍ଲ) ଏଠି ରାସ୍ତା ଅଛି, କିନ୍ତୁ ରାସ୍ତାରେ ଚାଲିବା କଷ୍ଟକର। ପାଟନାଳୀ ଅଛି, କିନ୍ତୁ ପାଣି ନିଷ୍କାସନର ବାଟ ବନ୍ଦ। ପ୍ରକଳ୍ପ