Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖବର ପରିବେଷଣ ଲାଗି ସାମ୍ବାଦିକଙ୍କୁ ଆକ୍ରମଣ, କେନ୍ଦୁଝର ଆରଟିଓ ଅଫିସ ସନ୍ଦେହ ଘେରରେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା।
କେନ୍ଦୁଝର,ତା୨୯/୧- କାଲି ସନ୍ଧ୍ୟାରେ ଯୋଡ଼ା ଅଂଚଳରୁ ନିଜ କାମ ଲାଗି କେନ୍ଦୁଝର ଆରଟିଓ ଅଫିସ ଆସିଥିବା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର କରଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ…
ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
ଅଶୋକ ସାହୁ,: ନବରଙ୍ଗପୁର ମିଶନ ଶକ୍ତି ଗୃହ ଠାରେ ଜିଲ୍ଲାର ପିତାମାତା ଏବଂ ବରିଷ୍ଟ ନାଗରିକଙ୍କ ରକ୍ଷଣା ବେକ୍ଷଣ ଓ ନାଗରିକ ସୁରକ୍ଷା ଆଇନ୍ ୨୦୦୭ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ସଞ୍ଚାଳନ…
ଫୁଲବାହାଡ଼ି ସାହି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ଜାତୀୟ ବାଳିକା ଦିବସ ପାଳିତ
କେନ୍ଦୁଝର,ତା୨୯/୧- ଶିରିଷପାଳ ଗ୍ରାମପଂଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଫୁଲବାହାଡ଼ି ସାହିର ବାର୍ଷିକ ଉତ୍ସବ ଓ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକର ସହ-ଶିକ୍ଷାଅଧିକାରୀ କପିଳ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଶିରିଷପାଳ କ୍ଲଷ୍ଟରର…
ଜଙ୍ଗଲ ଭିତରେ ଅଫିମ ଚାଷ : ପୋଲିସ ନଷ୍ଟ କଲା ଅଫିମ ଫସଲ।
କେନ୍ଦୁଝର, ତା୨୯/୧- ଜଙ୍ଗଲ ଭିତରେ ସୁନ୍ଦର ଫୁଲ ଫୁଟିଛି କାଶ୍ମୀର ଟ୍ୟୁ୍ଲିପ ପରି ରଙ୍ଗିନ ଫୁଲ ସବୁ ଦେଖିଲେ ମନ ମୋହିଯିବ। ତେବେ କିଏ ଏପରି ଫୁଲ ଚାଷ କରିଥିଲା ଜଣା ନଥିଲେ ମଧ୍ୟ ପୋଲିସ ଖବର ପାଇ ଆସି ଦେଖି ତାଜୁବ ହେଲା। ସୁନ୍ଦରତା ଦେଖି ଆକୃଷ୍ଟ ହେଲା ବେଳେ ପ୍ରକୃସ୍ଥିତ ହେଲା ବେଳେ…
ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା 2026 ଅନୁଷ୍ଠିତ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠାବିଜ୍ଞାନ ମହାବିଦ୍ୟାଳୟର 27 ତମବାର୍ଷିକ କ୍ରୀଡ଼ ପ୍ରତିଯୋଗିତା 2026 ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରେ ବେଲଗୁଣ୍ଠା ର ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ମନ୍ଦିରୁ କ୍ରୀଡ଼ା ମସାଲକୁଅଣା ଯାଇଥିଲା। ଏବଂ ଏହି ମସାଲକୁ…
ରାଜଗାଙ୍ଗପୁର: ଶିବିରରେ ୮୫ ୟୁନିଟ୍ ରକ୍ତ ସଂଗୃହିତ
ରାଜଗାଙ୍ଗପୁର। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ରାଜଗାଙ୍ଗପୁର ପୋଲିସ୍ ଦ୍ୱାରା ଏକ ରକ୍ତଦାନ ଶିବିରର ଆୟୋଜନ ବୁଧବାର କରାଯାଇଥିଲା, ଯେଉଁଥିରେ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ…
କେନ୍ଦୁଝର,ବଣିଆପାଟ ଶିଶୁମନ୍ଦିରର କୃତିତ୍ବ
କେନ୍ଦୁଝର,ତା୨୯/୧- କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ରୋଜାଲିନ ମହାନ୍ତ ଓ ମନୋରମା ବାରିକ ଗତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କେନ୍ଦୁଝରଗଡ ପୌରପାଳିକାରେ ତୃତୀୟ ଶ୍ରେଣୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ…
ନବୀନ ପଟ୍ଟନାୟକ ଅଦ୍ଵିତୀୟ- ଦିବ୍ୟ ଶଙ୍କର ମିଶ୍ର l
ଭବାନୀପାଟଣା ୨୯/୦୧- ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି l ସେ କହିଛନ୍ତି , ମାନ୍ୟବର ପୂର୍ବତନ…
ଉଦଯାପନୀ ହେଲା ବଂଶଧାରା ବସନ୍ତ ମହୋତ୍ସବ
ଦ୍ବିତିଚାନ୍ଦ ଥିଲେ ମୁଖ୍ଯ ଆକର୍ଷଣ
ସମ୍ବଲପୁରୀ ସଙ୍ଗୀତରେ ଝୁମିଲେ ଦର୍ଶକ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଉଦଯାପନୀ ହୋଇଛି ଗୁଣପୁର ରେ ଅନୁଷ୍ଠିତ ହେଉଥିବା ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ଆଜି ଶେଷ ରଜନୀ ରେ ମା ତୋର ସାହାରା ମେଲୋଡି ଗୃପ୍…
ସରକାରୀ ସ୍କୁଲରେ ଶିଶୁ ଶ୍ରମ ଅଭିଯୋଗ
ତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୃଦୟବିଦାରକ ଦୃଶ୍ୟ
ଶିକ୍ଷକ ବେହେରା ବାବୁଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି
ବଲାଙ୍ଗିର, (ଶାସକ ପ୍ରଶାସକ) :-ବଲାଙ୍ଗିର ଜିଲ୍ଲା ବେଲପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ତରା ଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…