Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୃଷକ ଉତ୍ପାଦକ ସଙ୍ଗଠନ ସୁପରିଚାଳନା ପାଇଁ ଆଇନଗତ ଅନୁପାଳନ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲାର କୃଷକ ଉତ୍ପାଦକ ସଙ୍ଗଠନ ଗୁଡିକୁ ସଠିକ୍ ଭାବରେ ପରିଚାଳନା କରିବା ଓ ଆର୍ଥିକ କାରବାରରେ ସ୍ବଚ୍ଛତା ରଖିବା ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା ପରିସରରେ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଙ୍କ ତତ୍ତ୍ଵାବଧାନରେ!-->!-->!-->…
ଚନ୍ଦାହାଣ୍ଡି ବ୍ଲକ ରେ ଓଡିଶା ବନ୍ଦ ପ୍ରଭାବ
............. ….....................ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା: କଂଗ୍ରେସ ସହ ୧୦ ଟି ରାଜନୈତିକ ଦଳ ଓ ଗଣ ସଙ୍ଗଠନ ନେତୃତ୍ବରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡିରେ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା,!-->…
ଗରିମା ପରିବାରର ‘ଶ୍ରେଷ୍ଠ ଓଡ଼ିଆଣୀ’ ସିଜିନ୍-୪ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସହରର ଅନ୍ୟତମ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ପକ୍ଷରୁ ‘ଶ୍ରେଷ୍ଠ ଓଡ଼ିଆଣୀ’ ସିଜିନ୍-୪ ଆସନ୍ତା ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ଆୟୋଜିତ ହେବ। ଏନେଇ ପାନ୍ଥନିବାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ!-->!-->!-->…
“ଡବଲ ଇଞ୍ଜିନ ବିଜେପି ସରକାର ସବୁକ୍ଷେତ୍ରରେ ଫେଲ”
ଗୁଣପୁରରେ ବିଶାଳ ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ଡବଲ ଇଂଜିନି ବିଜେପି ସରକାର ସବୁ କ୍ଷେତ୍ରରେ ଫେଲ ମାରିଛନ୍ତି ବୋଲି ବିଜୁ ଜନତା ଦଳର ନେତା ମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ା!-->!-->!-->!-->!-->…
ବିସ୍ଥାପିତଙ୍କ ଉଚିତ୍ ଥଇଥାନ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସହ ନିଯୁକ୍ତିକୁ ଦିଆଯିବ ପ୍ରାଥମିକତା -ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର ପୃଥକ ଆରପିଡିଏସି ବୈଠକ
•କେପିସିଏଲ ମନ୍ଦାକିନୀ-ଏ, ଜିଏମଡିସି ବୈତରଣୀ ୱେଷ୍ଟ, ନାଲକୋ ଉତ୍କଳ-ଇ ଏବଂ ନାଲକୋ ବ୍ରାଉନ୍ଫିଲ୍ଡ ଏକ୍ସପାନ୍ସନ୍ର ଆରପିଡିଏସି ବୈଠକ ଅନୁଷ୍ଠିତ
•ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ୍ ଆର୍ଥିକ!-->!-->!-->!-->!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଏବଂ…
ମୋଦିଜୀଙ୍କ ନେତୃତ୍ୱରେ "ବିକଶିତ ଭାରତ'ର ସ୍ୱପ୍ନ ସାକାର ହେବ : ଶ୍ରୀ ମନମୋହନ ସାମଲ
ନିରବଚ୍ଛିନ୍ନ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଜୀ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ନିର୍ଣ୍ଣାୟକ ରାଷ୍ଟ୍ରରେ ପରିଣତ କରିଛନ୍ତି: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ!-->!-->!-->!-->!-->…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଜାତୀୟ ପୋଷଣ ମାସ ପାଳିତ
ଭୁବନେଶ୍ୱର: ଆର୍ସଲରମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଏହାର ପ୍ରମୁଖ ସିଏସ୍ଆର ପ୍ରକଳ୍ପ ‘ଆରୋଗ୍ୟ’ ଅନ୍ତର୍ଗତ ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଏକ ଅଂଶସ୍ୱରୂପ ଓଡ଼ିଶାରେ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଜାତୀୟ ପୋଷଣ!-->…
କିଡ୍ସ ପବ୍ଲିକ ସ୍କୁଲରେ କ୍ରିକେଟ୍ ଏକାଡେମୀର ଶୁଭ ଉଦ୍ଘାଟନ
କେନ୍ଦୁଝର,ତା୭/୧୦- ସ୍ଥାନୀୟ ଗୁମୁରା ଠାରେ ଅବସ୍ଥିତକିଡ୍ସ ପବ୍ଲିକ ସ୍କୁଲ ପରିସରରେ ଆଜି ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଭାକୁ ଉନ୍ନତ କରିବା ଓ ଭବିଷ୍ୟତରେ ଉତ୍ତମ କ୍ରିକେଟର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ କ୍ରିକେଟ୍ ଏକାଡେମୀର ଶୁଭ ଉଦ୍ଘାଟନ ହୋଇଯାଇଛି।!-->!-->!-->!-->!-->!-->!-->…
ମାର୍କେଟ କମ୍ପ୍ଲେକ୍ସ କେବେ ହେବ ବଣ୍ଟନ:ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି ନବନିର୍ମିତ କୋଠା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡ଼ଭାଙ୍ଗି ଛକ ମୁଖ୍ୟ ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଦୀର୍ଘ ଦିନ ଧରି ବ୍ୟବହାର ନହୋଇ ପଡ଼ିରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ!-->…
ତିଖିରି ସରପଞ୍ଚଙ୍କ ମାମଲା: ଘରେ ପହଞ୍ଚି NHRC ଟିମର ତଦନ୍ତ ଜାରି ।
କେନ୍ଦ୍ରାପଡା:07/10(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ାର ତିଖିରି ପଞ୍ଚାୟତରୁ ଉଠିଛି ଏକ ଭୟଙ୍କର ଅଭିଯୋଗ ।ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ନିର୍ଯାତନା ମାମଲା ଏବେ ଜାତୀୟ ମାନବାଧିକାର କମିଶନର ଦୁଆର ପର୍ଯ୍ୟନ୍ତ ପହଞ୍ଚିଛି ।ବିଗତ ଦିନରେ ମହାକାଳପଡ଼ା!-->!-->!-->!-->!-->…