Browsing Category

ରାଜ୍ୟ

ବାବା ଦୂତୀକେଶ୍ବରଙ୍କ ଜାଗରଯାତ୍ରା, ୨୯ତମ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ

ଉତ୍ସବରେ ୧୫ ହଜାରରୁ ଅଧିକ ମାନସିକଧାରୀଙ୍କ ଅଂଶଗ୍ରହଣ ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଜାମୁପାଟଣା ସ୍ଥିତ ଶୂଳିଆ ପାହାଡ଼ ପାଦଦେଶରେ ବିରାଜିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶୂଳପାଣି ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦ୍ମପୁର ଉପଖଣ୍ଡ ଆୟୁଷ ଡାକ୍ତର ସଂଘ।

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୫/୦୨)ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସମୟରେ ପଦ୍ମପୁର ଉପଖଣ୍ଡ ଆୟୁଷ ଡାକ୍ତରମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।…

କାର ଦୁର୍ଘଟଣାରୁ ଧରା ପଡ଼ିଲା ବ୍ରାଉନ ସୁଗାର,୩ଜଣ ଗିରଫ।

କେନ୍ଦୁଝର,ତା୧୫/୨- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ କଟରାବେଡ଼ା ନୂତନ ତେଲ ଟାଙ୍କି ନିକଟରେ ଗତକାଲି ଅପରାହ୍ନରେ କେନ୍ଦୁଝରରୁ ବ୍ରାଉନ ସୁଗାର ନେଇ ଘଟଗାଁ ଅଭିମୁଖେ ଯାଉଥିବା ଏକ କାର୍ ଅସାବଧାନତା ଯୋଗୁଁ ଉକ୍ତ ତେଲଟାଙ୍କି ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା । ସେହି…

ମାଲକାନଗିରି ‘ଲକ୍ଷ୍ୟ’ କୋଚିଂ ସେଣ୍ଟର ଓ ଜିଲ୍ଲା ପାଠାଗାରରେ ଅଚଳାବସ୍ଥା,ଗାଁ ପିଲାଙ୍କ ଭବିଷ୍ୟତ ସହ ଖେଳ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲାର ଚାକିରି ଆଶାୟୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲା ପାଠାଗାର ଏବଂ 'ଲକ୍ଷ୍ୟ' କୋଚିଂ ସେଣ୍ଟରର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ନିଜର ଦାବି ଜଣାଇଛନ୍ତି। ୨୦୨୩ ମସିହାରେ ଗାଁରୁ ଆସୁଥିବା ଗରିବ ଓ…

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ

ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ସ ଅପ୍ ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ…

ଜୟ ଜଗନ୍ନାଥ କ୍ରିକେଟ୍ କ୍ଳବ୍ ପକ୍ଷ ରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ର ତେଇଶି ନମ୍ୱର୍ ୱାର୍ଡ଼ ର ଗୋପାଳପୁର ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ୍ ପକ୍ଷ ରୁ ତିନି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି କ୍ରିକେଟ୍ ମ୍ୟାଚ୍। ଏଥିରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ଦିନ ରେ  ଏନ ୱାଇ ଶି…

ଶ୍ରମ ବାହିନୀଙ୍କ ହସ୍ତକ୍ଷେପରେ ଉଦ୍ଧାର ହୋଇଥିବା ୩୪ ଜଣ ବନ୍ଧୁଆ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ଫେରି ଆସିଛନ୍ତି

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) : ଶ୍ରମ ବାହିନୀଙ୍କ ସମୟୋପଯୋଗୀ ହସ୍ତକ୍ଷେପ ଏବଂ ସକ୍ରିୟ ପଦକ୍ଷେପର ଫଳସ୍ୱରୂପ, କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ଇଲକାଲ ତହସିଲ ଅନ୍ତର୍ଗତ ସଂକଲାପୁର ଗ୍ରାମ ସମୀପର ଗୋଟିଏ ଇଟଭଟ୍ଟାରୁ ଉଦ୍ଧାର ହୋଇଥିବା ୩୪ ଜଣ ବନ୍ଧୁଆ ଶ୍ରମିକ,…

ଜାଗର ନେଇ ଶୈବପୀଠ ଚଳ ଚଞ୍ଚଳ

ଅସ୍ତରଙ୍ଗ: ପବିତ୍ର ଜାଗର ନେଇ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଶୈବପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି l ବଙ୍ଗୋପ ସାଗର କୂଳରେ ଥିବା ଦାଳୁଅ କଣିର ଗୋମୁଖି କେଶବ, ଶ୍ରୀି ବନ୍ତପୁର ର ଘଣ୍ଟି ବେଲେ ଶ୍ୱର, ଟିମୋର୍ ର ନୀଳ କଣ୍ଠେଶ୍ୱର,ଓଳିହଁ ର ଐଶାନେଶ୍ୱର୍, କେଳୁଣୀ ଠାକୁରାଣୀ ଙ୍କ ନିକଟ…

ବିଏସ୍ଏଫର ଜନସମ୍ପର୍କ ଶିବିର: ଦୁର୍ଗମ ଅଞ୍ଚଳକୁ ମୁଖ୍ୟଧାରା ସହ ଯୋଡ଼ି ରଖୀବାକୁ ପ୍ରୟାସ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳ ପଡ଼ିଆରେ ୧୧୦ ନମ୍ବର ବାଟାଲିଅନ ବିଏସ୍ଏଫ୍ ଯବାନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ମୁକ୍ତ ସ୍ବାସ୍ଥ୍ୟ ଶିବିର…

ବିଧାୟକ ଅରବିନ୍ଦଙ୍କ ନିଲମ୍ବନ ଆଦେଶକୁ ସ୍ୱାଗତ କଲେ କର୍ମୀ ।

କେନ୍ଦ୍ରାପଡା:୧୫/୦୨(ପ୍ରଫୁଲ୍ଲ କୁମାର ମଲ୍ଲ)- ପାଟକୁରା ନିର୍ବାଚନମଣ୍ଡଳୀର ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହେବା ପରେ ଏହାକୁ ପାଟକୁରା ଅଞ୍ଚଳର ବହୁ କର୍ମୀ ଓ…