Browsing Category

ରାଜ୍ୟ

ସ୍ନେହ-ସେତୁ’ ମାଧ୍ୟମରେ ୨ ବର୍ଷର ନିଖୋଜ ପରେ ପରିବାରକୁ ଫେରିଲେ ରାଜକିଶୋର

 ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ଅଭିଯାନ 'ସ୍ନେହ-ସେତୁ' ଆଜି ଏକ ବିଚ୍ଛିନ୍ନ ହୋଇଯାଇଥିବା ପରିବାର ପାଇଁ ଆଶାର ଆଲୋକ ସାଜିଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ରାଜକିଶୋର ଷଣ୍ଢ (୩୬) ଆଜି ନିଜ ପତ୍ନୀ ଓ ସନ୍ତାନମାନଙ୍କୁ…

ଗ୍ୟାସ ସିଲିଣ୍ଡର ପାଇବାକୁ କେନ୍ଦୁଝର ସହରବାସୀ ହୀନସ୍ତା ହେଉଛନ୍ତି, ନେତା ପ୍ରଶାସନର ଦେଖା ନାହିଁ।

କେନ୍ଦୁଝର: କେନ୍ଦୁଝରରେ ଯେତେ କହିଲେ ବି ସବୁ ଠିକ ନାହିଁ, ଗ୍ୟାସ ସିଲିଣ୍ଡର ଯୋଗାଣ ଲାଗି ଗାଡ଼ି ଠିକ ସମୟରେ ଯାଉନଥିବାରୁ ଗ୍ୟାସ ଗୋଦାମ ସାମନାରେ ଲୋକେ କାମ ଧନ୍ଦା ଛାଡ଼ି ବାଧ୍ୟ ହୋଇ ଭିଡ଼ କରୁଛନ୍ତି। ଏପରିକି କିଛି ଗୃହିଣୀ ମାଆ ଗ୍ୟାସ ସିଲିଣ୍ଡର ସ୍କୁଟରରେ ଲଦି ସେଠାରେ ଗରମରେ ଧାଡି…

ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଦସ୍ଯ ଦ୍ୱନ୍ଦ ଗଙ୍ଗାବାଡ ବୁଲି ସମୀକ୍ଷା କଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ନେତୃତ୍ବରେ କିଛି ସଦସ୍ଯ ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଯାଇଥିଲେ। ସେଠାରେ ଆନ୍ଧ୍ରପ୍ରଦେଶର ମନମୁଖୀ ଜନଗଣନା ସର୍ଭେ ଚାଲିଥିବାରୁ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ…

ଜୁନ ୧ ରୁ ୯ ଯାଏଁ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଜୁନ ୧ ରୁ ୯ ତାରିଖ ପର୍ଯ୍ୟନ୍ତ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା ୯ ଦିନ ବ୍ୟାପି ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ତଥା ଭଗବାନଙ୍କ ତପଭୂମୀ ମହେନ୍ଦ୍ରଗିରି ଶିଖର ରେ ମହେନ୍ଦ୍ର ମେଳା ପୂଜ୍ୟ ସାଧୁସନ୍ଥ , ଆଚାର୍ଯ୍ୟ…

ଧଳା ଜହର ଜବତ ଓ ଯୁବକ କୋର୍ଟ ଚାଲାଣ।

ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଷାଣୀ ନୂଆଗାଁ ଥାନା ପୋଲିସ ଏସ ଆଇ ଗୌରବ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଅନ୍ୟ କିଛି କର୍ମଚାରୀ ଜାତୀୟ ରାଜପଥ ହଳଦିଆ ପଦର ନିକଟରେ ସନ୍ଦେହ ଜନକ ଭାବେ ଜଣେ ଯୁବକକୁ ଜେରା କରିବା ବେଳେ ତା ନିକଟରୁ ଏକ ପଲିଥିନ ମୁଣାରେ କିଛି ଧଳା ଜହର ରହିଛି।…

ଲୋକପ୍ରିୟ ଫୁଟବଲ ରେଫରୀ, ଶିକ୍ଷାବିତ୍‌ କାଶୀମ ଖାନ୍‌ଙ୍କ ବିୟୋଗ।

 କେନ୍ଦୁଝର,ତା୧୧/୫- ସେ ଥିଲେ ଏକାଧାରରେ ସମାଜସେବୀ, ଶିକ୍ଷାବିତ୍ ପୁଣି ଜଣେ ପ୍ରସିଦ୍ଧ ଫୁଟବଲ ରେଫରୀ। ଏହି ବ୍ୟକ୍ତିତ୍ୱ ହାଜି ଅବୁଲ କାଶୀମ ଖାନ୍‌ଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସୂଚନା ମିଳିଛି ଧରଣୀଧର କଲେଜରେ ଦୀର୍ଘଦିନ ଧରି ସାଇନ୍ସ ଲାବରୋଟୋରିଆନ ଭାବେ କାର୍ଯ୍ୟ କରି…

ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁ ମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀଙ୍କ ସହ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୧୧/୦୫ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁମୁହିଁ ଧକ୍କା ଲାଗି ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ଡ୍ରାଇଭର ଈଶ୍ୱର ଭୂମିୟା ଆହତ ହୋଇ ମାଲକାନଗିରି…

ଚାରିଆକଣ ଛକରେ ବ୍ରାଉନ ସୁଗାର କାରବାର ଠାବ, ଜଣେ ଗିରଫ

ବାଲିକୁଦା, ୧୧/୦୫ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଅପଣ୍ଡରା ପଞ୍ଚାୟତର ତିହୁଡି-ନହରଣା ମୁଖ୍ୟ ରାସ୍ତାର ଚାରିଆକଣ ଛକ ନିକଟରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ପାଇ ବାଲିକୁଦା ପୋଲିସ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ…

କିନ୍ନର ମାନଙ୍କ ନିମନ୍ତେ ସୋଆ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ୨-ଦିନିଆ ଆଇନ୍‌ଗତ ସହାୟତା ଶିବିର ଆୟୋଜିତ

ଭୁବନେଶ୍ୱର, ମେ ୧୧: ସମାଜର ସବୁବର୍ଗଙ୍କୁ ସମାନ ଆଇନ୍ ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ କିନ୍ନର ସମ୍ପ୍ରଦାୟଙ୍କ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ପକ୍ଷରୁ ନିକଟରେ ଦୁଇ ଦିନିଆ ଆଇନ୍…

ସମ୍ ନର୍ସିଂ କଲେଜ-୨ ଫୁଲନଖରା ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ ଦିବସ ପାଳିତ

ଭୁବନେଶ୍ୱର, ମେ ୧୧: ଫୁଲନଖରା ସ୍ଥିତ ସମ ନର୍ସିଂ କଲେଜ-୨ ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ୍ ଦିବସ ପାଳନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କ ବିଶେଷ ଭୁମିକା ଏବଂ ରୋଗୀଙ୍କ ଜୀବନ ବଂଚାଇବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଧାରାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ ।…