Browsing Category

ରାଜ୍ୟ

ରାଇକିଆ ଓ ଟୀକାବାଲି ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ତିନି ଆଦିବାସୀ ମୃତ

.. କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଶନିବାର ଭୋରୁ 4ଟା ସମୟରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ନେଡିନାଜୁ ଗ୍ରାମର ଜଣେ…

ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ଓଡ଼ିଆ ସାହିତ୍ୟ ଇତିହାସର ରଚୟିତା ଡ଼ ମାନସିଂହଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ନିନ୍ଦନୀୟ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ ନନ୍ଦଳା ଗ୍ରାମ ନନ୍ଦଳା ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରନ୍ତୁ ସରକାର ଭୁବନେଶ୍ୱର, ୧୪/୦୩/୨୦୨୬:…

ଏଏମ୍ / ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଉଡାନ୍ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣରେ…

ପାରାଦ୍ଵୀପ, ମାର୍ଚ୍ଚ ୧୩, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଦ୍ୱାରା ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଗଡ଼ଠାରେ ମାର୍ଚ୍ଚ ୯ ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ‘ଉଡାନ୍’ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣର ଏକ…

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

କେନ୍ଦୁଝର, ୧୨.୦୩.୨୦୨୬: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଓଡ଼ିଶାର କେନ୍ଦୁଝର ଜିଲା ସ୍ଥାନୀୟ ଗଣେଶ ବଜାର, ଏସ୍ବିଆଇ ମୁଖ୍ୟ ଶାଖାର ପଛ ପାଶ୍ୱର୍ସ୍ଥ ରୋଟାରୀ କ୍ଲବ ନିକଟରେ ଖୋଲିଛି ଏହାର ନୂତନ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇସାରିଛି । ଏହାର ଉଦ‌ଯାପନୀ ଦିବସ ଉପଲକ୍ଷେ ପ୍ରାରମ୍ଭିକ ସୂଚନା ସୁଶ୍ରୀ ମଧୁସ୍ମିତା ପ୍ରଦାନ…

ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର କରି ଗଜପତି ଜିଲ୍ଲାର ଜନସାଧାରଣଙ୍କୁ କିପରି ଉନ୍ନତମାନର ସେବା ଯୋଗାଇ ଦିଆଯିବ ସେ ନେଇ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ…

ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳା

ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵିତୀୟ ମହଲାରେ ଥିବା ଜିଲ୍ଲା ଅଭିଯୋଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ ବିଭାଗ , ଗୃହ…

କଫ ସିରପ୍ ବିକ୍ରି ଅଭିଯୋଗରେ ୨ ଗିରଫ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୪|୩) : - ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଅଞ୍ଚଳର ସୁକିଲିପାହାଡ଼ ନିକଟରେ ଅବୈଧ ଭାବେ ମିଶ୍ରିତ କଫ ସିରପ ବିକ୍ରି କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଗଦଳପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଘାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ ଚଢ଼ଉ…

ତୈଳ ଓ ରନ୍ଧନ ଗ୍ୟାସ ଆବଶ୍ୟକୀୟ ଗଚ୍ଛିତ ର ନିଶ୍ଚିତତା ଉପରେ ଜରୁରୀକାଳୀନ ବୈଠକ

ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ତୈଳ ଓ ରନ୍ଧନ ଗ୍ୟାସର ଆବଶ୍ୟକୀୟ ଗଚ୍ଛିତର ନିଶ୍ଚିତତା କୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବୈଠକ ରେ କହିଥିଲେ ଯେ ବର୍ତ୍ତମାନ ସମୟ ଏକ…

ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ଅବସରରେ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ

ଜିଲ୍ଲାର ମୋଟ ୧,୧୯,୫୪୨ ଚାଷୀ ହେଲେ ଲାଭାନ୍ବିତ ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ରାଜ୍ୟର ଗୌହାଟୀ ଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ସମାରୋହରେ ଦେଶର ଚାଷୀଙ୍କୁ ୬୮୪ କୋଟି ଟଙ୍କା…