Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବନ୍ଦେ ଉତ୍କଳ ଜନନୀ ସମୟରେ ବସି ରହିଲେ ଜୟନାରାୟଣ ମିଶ୍ର: ପୁଣି ଚର୍ଚ୍ଚାରେ ‘କୋଶଳ ବନାମ ଉତ୍କଳ’ ବିବାଦ
ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବସି ରହିଥିବା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସମ୍ବଲପୁର ପାନ୍ଥନିବାସରେ ଆୟୋଜିତ ସରକାରୀ ପଖାଳ ଦିବସ ପାଳନ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।କାର୍ଯ୍ୟକ୍ରମରେ…
ହୃଦଘାତରେ ଯନ୍ତ୍ରୀଙ୍କ ମୃତ୍ୟୁ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଦରାସାହି ଛକରେ ଥିବା ଏକ ଡରମିଟରରେ ହୃଦଘାତରେ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି କରିଛି।ମୃତକଙ୍କ ପରିଚୟ ଶିବ ଓରାମ ହୋଇଥିବା ବେଳେ, ସେ କାଶୀପୁର ବ୍ଲକରେ ଯନ୍ତ୍ରୀ ଭାବେ ନିକଟରେ…
ସଡ଼କ ସୁରକ୍ଷା ସମିତି ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୦.୦୩.୨୦୨୬ – କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ କଳାହାଣ୍ଡି ଜିଲ୍ଲା ପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
ଜିଲ୍ଲାସ୍ତରୀୟ ପଖାଳ ଦିବସ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୨୦.୦୩.୨୦୨୬ :- କଳାହାଣ୍ଡି ଜିଲ୍ଲାସ୍ତରୀୟ ପଖାଳ ଦିବସ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡିଆଙ୍କର…
ପାଳିତ ହେଲା ପଖାଳ ଦିବସ
ବାଲେଶ୍ୱର, ୨୦/୦୩/୨୦୨୬: ଆଜି ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ପଖାଳ ଦିବସ ପାଳିତ ହୋଇଛି । ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଖାଳ ଦିବସକୁ ପାଳନ କରାଯାଇଛି। ଉପସ୍ଥିତ ଥିବା ସମସ୍ତ ଜିଲ୍ଲା…
ବେପରୁଆ ଭାବେ ରାସ୍ତାରେ ରଖା ଟ୍ରାକ୍ଟର ନେଲା ଜୀବନ, ପରିବାରରେ ଶୋକର ଛାୟା
ବିଜେପୁର :-ବରଗଡ଼ ଜିଲ୍ଲାରେ ଅବହେଳାର ଦୁର୍ଭାଗ୍ୟଜନକ ପରିଣାମ ସାମ୍ନାକୁ ଆସିଛି। ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ରାସ୍ତା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର…
ଗୁଦେରପାଲିରେ ଚଢ଼ାଉ, ୨୮ଟି ଏଲପିଜି ସିଲିଣ୍ଡର ଜବତ
ବିଜେପୁର :-ବରଗଡ଼ ଜିଲ୍ଲାର ଗୁଦେରପାଲି ଗ୍ରାମରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ାଉ କରାଯାଇ ବହୁ ପରିମାଣରେ ଇଣ୍ଡେନ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏହି ଅଭିଯାନ ସମୟରେ ମୋଟ ୨୮ଟି ସିଲିଣ୍ଡର ଜବତ ହୋଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ,…
ବଡଗୋଛା ଭୟାବହ ଅଗ୍ନିକାଣ୍ଡ , ୨୦ ବଖରା ଘର ଭସ୍ମୀଭୂତ
ସୋରଡ଼ା :-୨୦/୦୩/୨୬-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତର ବଡଗୋଛା ଗ୍ରାମର ହରିଜନ ସାହିରେ ଭୟାଭୟ ଅଗ୍ନିକାଣ୍ଡ । 20 ଟି ଘର ଜଳି ପୋଡି ପାଉଁଶ । ସୂଚନା ମୁତାବକ ହରିଜନ ସାହିର ଲୋକ ମାନେ ଘରେ ଶୋଇଥିବା ବେଳେ ହଟାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ଘଟଣା…
ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ନୟାଗଡ଼(ବିଶ୍ୱଜିତ ନାୟକ):- ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ 'ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍' କାର୍ଯ୍ୟକ୍ରମ…
ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଦୁଇ ସାମ୍ବାଦିକ
ବେଲଗୁଣ୍ଠା, ୨୦/୦୩-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ତଳେ ବିଶିଷ୍ଠ ଶିକ୍ଷାବିତ୍ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଏକ ମୋଟରସାଇକେଲ୍ ଦୁର୍ଘଟଣାର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ I ଏହି ଖବର ଜାଣିବା ପରେ ଆଜି ବେଲଗୁଣ୍ଠା ପ୍ରେସକ୍ଲବ…