Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୃକ୍ଷକୁ ରାଖି ବାନ୍ଧି ରକ୍ଷା ବନ୍ଧନ ପାଳିଲା ବେଲଗୁଣ୍ଠା ପ୍ରେସ୍ କ୍ଲବ୍
ବେଲଗୁଣ୍ଠା-୨୭/୮: -(ଶିବରାମ ଚୌଧୁରୀ )-ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଲବ୍ର ସଦସ୍ୟମାନେ ବୃକ୍ଷରାଜିକୁ ରାଖି ବାନ୍ଧି ସେଗୁଡ଼ିକର!-->!-->!-->…
ଜାମମାଲରେ ବିଧାୟକ ଟଙ୍କଧରଙ୍କ ସହ ରାକ୍ଷୀ ପର୍ବ ପାଳିତ
ଝାରସୁଗୁଡ଼ା, ୨୭/୮: ଭାଇ-ଭଉଣୀର ପବିତ୍ର ସ୍ନେହ ଓ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ବ୍ଲକ ଅନ୍ତର୍ଗତ ଜାମମାଲ ଗ୍ରାମରେ ରାକ୍ଷୀ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି!-->…
ଖୁନ୍ତାମାଲବାସୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ, ଗାଁରେ ପହଞ୍ଚିଲେ ଦୀପାଳୀ
ଝାରସୁଗୁଡ଼ା : ଲଇକେରା ବ୍ଲକ୍ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମବାସୀଙ୍କ ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା ପରେ ସେ ଖୁନ୍ତାମାଲ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା!-->…
ପତ୍ରାପାଲିରେ ଶ୍ରମିକ ସଂଘର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ଶ୍ରମିକ ଓ ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଦୃଢ଼ ମଞ୍ଚ ହେବ: ବକ୍ତା
ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପତ୍ରାପାଲି ହାଇସ୍କୁଲ୍ ସମ୍ମୁଖରେ ‘ମା’ ସମଲେଶ୍ୱରୀ ଏନଏଲ୍ଏସି ଶ୍ରମିକ ସଂଘ’ର ନୂତନ କାର୍ଯ୍ୟାଳୟ ପିୂର୍ବତନ ବିଧାୟିକା ଦୀପାଳି ଦାସ ଉଦ୍ଘାଟନ କାରିଥିଲେ।!-->!-->!-->!-->!-->…
ଝାରସୁଗୁଡ଼ାରେ ଅକ୍ଟୋବର ୧୩ରୁ ସେନା ନିଯୁକ୍ତି ରାଲି
ଝାରସୁଗୁଡ଼ା: ଅଗ୍ନିପଥ ଯୋଜନା ଅଧୀନରେ ଏଆରଓ ସମ୍ବଲପୁର ପକ୍ଷରୁ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାର ମାଲିମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନୁଗୁଳ, ବଲାଙ୍ଗିର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା,!-->…
ରାକ୍ଷୀରେ ନିଆରା ସଂକଳ୍ପ, ନିଶାମୁକ୍ତ ଗାଁ ଗଢ଼ିବାକୁ ଶପଥ
ବିଜେପୁର: ସୁଶାନ୍ତ ସାହୁ( ଶାସକ ପ୍ରଶାସକ) ରାକ୍ଷୀ ପୂର୍ଣ୍ଣିମାରେ ଭାଇ-ଭଉଣୀଙ୍କ ସମ୍ପର୍କର ପବିତ୍ର ବନ୍ଧନ ସହ ଯୋଡ଼ି ହୋଇଛି ଏକ ସାମାଜିକ ସଚେତନତାର ଅଭିଯାନ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ସରସ୍ୱତୀ ଶିଶୁମନ୍ଦିର ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ପ୍ରୟାସରେ!-->!-->!-->…
କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
ଭୁବନେଶ୍ୱର, ଅଗଷ୍ଟ ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର!-->!-->!-->…
ବିଶ୍ୱହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା ଓ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଘୁମୁସର ଜିଲ୍ଲା ଅନ୍ତର୍ଗତ ୯ ଗୋଟି ପ୍ରଖଣ୍ଡ ର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଏବଂ ଅନେକ ସନ୍ଥ ମହନ୍ତଙ୍କ ଉପସ୍ଥିତି କୁ ନେଇ ଆଜି ଅଗଷ୍ଟ ମାସ ୨୬ ତାରିଖ ବୁଧବାର ୨୦୨୬ ଦିବସ ରେ ଭଞ୍ଜନଗର ଆର୍.ଏମ୍.ସି!-->!-->!-->…
ବିଧାୟକ ଙ୍କ ପ୍ରଚେଷ୍ଟାରେ ଏମ୍ସରେ ଭର୍ତ୍ତି ହେଲା କଣ୍ଟା ଗିଳିଥିବା ଶିଶୁ ଆକାଶ, ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ…
ବେଲଗୁଣ୍ଠା, ୨୬/୦୮: -(ଶିବରାମ ଚୌଧୁରୀ )-ପେଟରେ ଲୁହା କଣ୍ଟା ରହିଯାଇ ଗତ ଏକ ମାସ ଧରି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି। ଶିଶୁର ଦୁର୍ଦ୍ଦଶା ସମ୍ପର୍କରେ ଜାଣି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସହଯୋଗର!-->!-->!-->…
ନେଟଙ୍ଗା ସବୁଜ ବାହିନୀ ପକ୍ଷରୁ “ପୁନଶ୍ଚ ପୃଥିବୀ -୨୦୨୬” ଆୟୋଜିତ
ବେଲଗୁଣ୍ଠା, ୨୬/୦୮,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ସବୁଜ ବାହିନୀ ପକ୍ଷରୁ ଆଜି ନେଟଙ୍ଗା ବଡ଼ଦାଣ୍ଡ ଠାରେ ପୁନଶ୍ଚ ପୃଥିବୀ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ୍ ର ତୃତୀୟ ସଂସ୍କରଣ ଆଧାରରେ ଏକ ସ୍ଵଛ!-->!-->!-->…