Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ବଲାଙ୍ଗିର (୧୮/୦୫) ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଲପଡାରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସର ୧୮ ତାରିଖରୁ ଆରମ୍ଭହୋଇ ୨୫ ତାରିଖ ପର୍ଯ୍ୟନ୍ତ…
ଝାରସୁଗୁଡ଼ା ଜିଲ୍ଲା ପରିବେଶ ସମିତି ବୈଠକ; ପରିବେଶ ସୁରକ୍ଷା ଓ ବିକାଶମୂଳକ କାର୍ଯ୍ୟର ବ୍ୟାପକ ସମୀକ୍ଷା
ଝାରସୁଗୁଡ଼ା: ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରସ୍ଥ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଡିଟୋରିୟମ୍ ହଲ୍ଠାରେ ଜିଲ୍ଲା ପରିବେଶ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଦୂଷଣ ନିୟନ୍ତ୍ରଣ,…
ବାସୁଦେବପୁରରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା
ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ବୈଠକରେ ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକଂ ନିର୍ଦ୍ଦେଶ
ବାସୁଦେବପୁର, ୨୦/୦୫ :…
ଓଡ଼ିଶା ମେଟାଲିକ୍ସ ବିରୁଦ୍ଧରେ ଅଞ୍ଚଳବାସୀ ଙ୍କ ଯୁଦ୍ଧଦେହି ଡାକରା, ୨୪ ମଧ୍ୟରେ ପଦକ୍ଷେପ ନ ନେଲେ ରାଷ୍ଟ୍ରପତିଙ୍କୁ…
ଝାରସୁଗୁଡ଼ା, ୨୦/୫ : ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ଉଠାଇ ମଙ୍ଗଳବାର ଶତାଧିକ ମହିଳା ଓ ଗ୍ରାମବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର…
ହାତରେ ପାରମ୍ପରିକ ଅସ୍ତ୍ର, ରାଜପଥରେ ଗର୍ଜିଲେ ଆନ୍ଦୋଳନକାରୀ ।
ମାଲକାନଗିରି ଜିଲ୍ଲାର ୨ ସହରାଞ୍ଚଳ ଓ ୭ ବ୍ଲକର ଆଦିବାସୀଙ୍କ ଆରପାର୍ ଲଢ଼େଇ ।
୧୭ ଦଫା ଦାବି ନେଇ ରାଜରାସ୍ତାରେ ଆଦିବାସି ନେତା ଘେନୁ ମୁଦୁଲି ଓ ଲଳିତ ମାଡ଼କାମୀ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ଏବଂ ସମସ୍ୟାର ସ୍ଥାୟୀ ସମାଧାନ…
ଅଜଣା ଗାଡି ଧକ୍କାରେ କ୍ଷତବିକ୍ଷତ ହେଟାବାଘ :ଉଦ୍ଧାର କଲା ମାଲକାନାଗିରି ବନ ବିଭାଗ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋଟିଏ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛି ହେଟାବାଘ । ଫୋନ୍ ଯୋଗେ ଖବର ପାଇବା ପରେ ବନ ବିଭାଗର ଆର.ଆର.ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଛନ୍ତି ।ସୂଚନା ଅନୁଯାୟୀ, ମାଲକାନାଗିରି…
ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ; ୧୭ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ…
କୁଚିଣ୍ଡା/ବାମରା, ୨୦।୫ : ବ୍ଲକ ଅନ୍ତର୍ଗତ ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ନିଜର ସେବା ସାଙ୍ଗ କରି ଅବସର ଗ୍ରହଣ କରିଥିବା ବାମରା ବ୍ଲକର ୧୭ ଜଣ ଶିକ୍ଷକ ସର୍ବଶ୍ରୀ ଲୋଚନ ମେହେର, ରାଜ…
ବେଆଇନ ପାଉଁଶ କାରବାର ବିରୋଧରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶକ୍ତ ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଢ…
ଝାରସୁଗୁଡ଼ା, ୨୦/୫, ଝାରସୁଗୁଡ଼ା ଅଞ୍ଚଳରେ ପୁଣି ମୁଣ୍ଡ ଟେକିଛି ବେଆଇନ ପାଉଁଶ ମାଫିଆଙ୍କ ପ୍ରାଦୁର୍ଭାବ। ସାଧାରଣ ନିର୍ବାଚନ ପରେ କିଛି ଦିନ ପାଇଁ ବନ୍ଦ ରହିଥିବା ଏହି ବେଆଇନ କାରବାର ଏବେ ପୁଣି ହଠାତ୍ ସକ୍ରିୟ ହୋଇଉଠିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…
ସୁନୀଲ କୁମାର ଦାଶ ଙ୍କ ୬୫ ତମ ଜନ୍ମତିଥି ରେ ଏଥର ସମ୍ଭାଳ ସାପ୍ତାହିକ ପତ୍ରିକା ଉନ୍ମୋଚିତ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୨୦/୫/୨୬ ଶିକ୍ଷକ ନେତା ତଥା ସାମ୍ବାଦିକଙ୍କ ପିତାମହ ଭୀଷ୍ମ କୁହାଯାଉଥିବା ସ୍ୱ. ସୁନୀଲ କୁମାର ଦାଶ ଙ୍କ ୬୫ ତମ ପୁଣ୍ୟ ତିଥିରେ ଚଳିତ ବର୍ଷ ର ସୁନୀଲ ମୋମରିଆଲ ଚାରିଟେବଲ ଫାଉଣ୍ଡେସନ ଏବଂ ସୁନୀଲ ଦାଶ ସ୍ମୃତି କମିଟି ତରଫରୁ ସଭା କାର୍ଯ୍ୟ ସ୍ଥାନୀୟ…
ଗ୍ୟାସ ବୁକିଙ୍ଗ ନାଁରେ ୩୬ ହଜାରରୁ ଅଧିକ ଟଙ୍କା ଲୁଟି ନେଲେ ସାଇବର ଠକେଇ
କୁଚିଣ୍ଡା,(ଅଜୟ କୁମାର ବାଘ): ସାଇବର ଠକେଇର ନୂଆ ଚାଳ ଏବେ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି। ଗ୍ୟାସ ବୁକିଙ୍ଗ ନାଁରେ ଓଟିପି ମାଗି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ୩୬ ହଜାରରୁ ଅଧିକ ଟଙ୍କା ଲୁଟିନେଇଥିବା ଘଟଣା ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଗ୍ରାମରେ…