Browsing Category

ରାଜ୍ୟ

ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା , ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଜ ଜମି , ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ପ୍ରତ୍ୟେକ ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ

ଶ୍ରୀ ରଘୁନାଥ ଜିଉ ଓ ଦୂତୀକେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ, ଉନ୍ନୟନ ପାଇଁ ଦେଲେ ପ୍ରତିଶ୍ରୁତି

ଓଡ଼ଗାଁ, ୨୯ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ୱର୍ଣ୍ଣକଳସ କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜିଉ ଏବଂ ଜାମୁ ପାଟଣା ଶୁଳିଆ ପାହାଡ଼ ପାଦଦେଶରେ ବିରାଜିତ ବାବା ଦୂତୀକେଶ୍ୱର ମହାଦେବଙ୍କୁ ଶନିବାର ଓଡ଼ିଶା ସରକାରଙ୍କ ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଅଣୁ, କ୍ଷୁଦ୍ର

ସାକେରୀ ଓ ଗୋଡ଼ିପାଟଣାରେ ପାରମ୍ପରିକ କାଠିଯାତ୍ରା,

ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପାଟଣା ଓ ସାକେରୀ ଗାଁର ଅଧିଷ୍ଠାତ୍ରୀ ଦେବୀ କାଳିଆ ଷଣ୍ଢଙ୍କ ଶକ୍ତିପୀଠରେ ପାରମ୍ପରିକ କାଠିଯାତ୍ରା ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରାବଣ ଗହ୍ମା

୭ ଦିନରେ ଅଭିଯୋଗ ସମାଧାନ ନହେଲେ ଜରିମାନା

ଓଡ଼ଗାଁ ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ମନରେଗା ଓ ସମଗ୍ର ଶିକ୍ଷାର ସାମାଜିକ ସମୀକ୍ଷା, ୩୦ରୁ କାର୍ଯ୍ୟକ୍ଷମ ହେବ ଭିବି-ଜି ରାମ ଜି ଯୋଜନା, ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ

ଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର ଓ ମାର୍କୋଣା ରେଲୱେ କଲୋନୀ ରେ

ଜାତୀୟ କ୍ରୀଡ଼ା ଦିବସ ପାଳିତ

ଜଗତସିଂହପୁର, ତା ୨୯/୦୮/୨୬: ଆଜି ପୂର୍ବାହ୍ନ ରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସହ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ

ଝାରସୁଗୁଡ଼ା ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଝାରସୁଗୁଡ଼ା,୨୯/୦୮/୨୦୨୬: ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ହକିର କିମ୍ବଦନ୍ତୀ ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଅସାଧାରଣ ଅବଦାନକୁ ସ୍ମରଣ କରି ତାଙ୍କ ଜୟନ୍ତୀ ପାଳନ ସହ ଝାରସୁଗୁଡ଼ା ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ

ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ ।

“ଦାଦନ ଦୁଃଖରେ କନ୍ଧମାଳ: ଏକ ମାସରେ ୧୧ ଶ୍ରମିକଙ୍କ ମୃତ୍ୟୁ” ଘୁ.ଉଦୟଗିରି,ତା୨୯/୮(ଅବନୀ କୁମାର ପ୍ରଧାନ) ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଇଛି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲ୍ଲା ଅନ୍ତର୍ଗତ ମେଜରମେଣ୍ଟା ଠାରେ ଅଗଷ୍ଟ ୨୩ ତାରିଖରେ ଅଟୋ

ବଲାଙ୍ଗୀର କୁଶଙ୍ଗ କଲେଜ ରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ

ବଲାଙ୍ଗୀର: ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ "ଖେଲ୍ କି ବାତ୍ ମୋଦି କେ ସାଥ୍" ବଲାଙ୍ଗୀର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ,

ସ୍ୱାୟତ୍ତ ଶାସନ ଦିବସ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଫାଇନାଲରେ ବ୍ଲକ ଏକାଦଶ ବିଜୟୀ

ଜି.ଉଦୟଗିରି,୨୯/୮(ଅବନୀ କୁମାର ପ୍ରଧାନ) ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,