Browsing Category

ରାଜ୍ୟ

କଣ୍ଡାବାବୁଙ୍କ ବିୟୋଗରେ ଗୁଣପୁର ଭାଜପା ପକ୍ଷରୁ ଶୋକସଭା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୱାଇ. ଭେଙ୍କଟେଶ୍ୱର ରାଓ (କଣ୍ଡାବାବୁ)ଙ୍କ ବିୟୋଗରେ ଗୁଣପୁର ଭାଜପା ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦଳର ନେତା, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ ସ୍ୱର୍ଗତ କୋଣ୍ଡାବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ

ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ‘ଇଣ୍ଡିଆ ବ୍ରାଣ୍ଡ ଆଇକନ୍ ଆୱାର୍ଡ-୨୦୨୬ରେ ସମ୍ମାନିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁର ପାଇଁ ଆସିଛି ଗୌରବର ଆଉ ଏକ ବଡ଼ ସଫଳତା। କ୍ୟାମ୍ପସ୍ ପ୍ଲେସମେଣ୍ଟ ଏବଂ କର୍ପୋରେଟ୍ ରିଲେସନ୍ସ କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ କ୍ରୀଡ଼ା ଦିବସ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ବିଦ୍ୟାଳୟର ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଜାତୀୟ କ୍ରୀଡା ଦିବସ ପାଳନର ଉଦଯାପନୀ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କଟକ(ରଞ୍ଜିତ ମହାପାତ୍ର)ତା ୩୦-୮-୨୬ ରିଖ - କ୍ରୀଡା ଭିତ୍ତିଭୂମି ସୁଦୃଢ଼ କରାଯାଇ କ୍ରୀଡା କ୍ଷେତ୍ରରେ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତୃଣମୂଳ ସ୍ତରରୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଯୁବ

ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିର ଫୁଲବାଣୀ ବିଭାଗସ୍ତରୀୟ ପରିଚାଳନା ସମିତି ବୈଠକ

ବେଲଗୁଣ୍ଠା, ୩୦/୮:-(ଶିବରାମ ଚୌଧୁରୀ )-ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଫୁଲବାଣୀ ବିଭାଗସ୍ତରୀୟ ପରିଚାଳନା ସମିତି ବୈଠକ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୌଜନ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ, ଭଞ୍ଜନଗର, ଆସିକା ଓ ବାଲିଗୁଡ଼ା—ଏହି ଚାରିଟି ସଙ୍କୁଳର

ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି

ହିଞ୍ଜିଳିକାଟୁ:(ରଜତ ପଟ୍ଟନାୟକ)ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ୍ ର ୨୨ଗୋଟି ପଞ୍ଚାୟତ କୁ ନେଇ ଏକ ବିଶେଷ ବନ୍ଧୁମିଳନ କାର୍ଯ୍ୟକ୍ରମ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ବରେ ରବିବାର ଦିନ ବିଧାୟକଙ୍କ ଫାର୍ମ ହାଉସ୍ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ
ବିଜେଡିର ଆହ୍ୱାନ

"ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ରେ ଲୋକଙ୍କୁ ଶ୍ରୀ ସାମଲ ବୁଝାଇବା ଦରକାର ଯେ, ନୂତନ ଭାବେ ଯେଉଁ ଆଇନ ଲାଗୁ କରାଗଲା, ତାହା ଦ୍ୱାରା ଓଡ଼ିଶାର ଲାଭ କେମିତି ହେବ" ଭୁବନେଶ୍ୱର, ୩୦/୦୮/୨୦୨୬: ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା

ଦଳୀୟ ସ୍ୱାର୍ଥ ପାଇଁ ବିଜେପି ରାଜ୍ୟର ଖଣିକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଲା: ବିଜେଡି

ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ: ୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାର୍ଥ ବଦଳରେ କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ଡବଲ ଇଞ୍ଜିନ ସରକାର ସଂଘୀୟ

କୁନି ବୈଜ୍ଞାନିକ ଙ୍କ ଇକୋ ଫ୍ରେଣ୍ଡଲି ପ୍ରକଳ୍ପ ପ୍ରଦର୍ଶିତ :ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ରେ ବିଜ୍ଞାନ ମେଳା…

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ଖୁଣ୍ଟପାଲି କ୍ୟାମ୍ପସରେ ରବିବାର ‘ଇକୋ ଫ୍ରେଣ୍ଡଲି ଇଣ୍ଡିଆ – ୨୦୩୦’ ଥିମ୍‌କୁ ଆଧାର କରି ଏକ ବିଶାଳ ବିଜ୍ଞାନ ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ବୈଜ୍ଞାନିକ

ମହାନୀୟତାର ଅନନ୍ୟ ଉଦାହରଣ: ବ୍ରାହ୍ମଣ ସମିତି ସଭାଗୃହ ପାଇଁ ଜମି ଦାନ କଲେ ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ

ବିଧାୟକ କଲେ ଶିଳାନ୍ୟାସ. ଜମି ଦାନ କରିଥିବା ବିଷ୍ଣୁ ପ୍ରସାଦଙ୍କୁ 'ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି' ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ ):: ଜମି ଚାଖଣ୍ଡେ କିମ୍ବା ଦୁଇ-ତିନି ଇଞ୍ଚ ପାଇଁ ସାରା ସଂସାରରେ ବିବାଦ, ହିଂସା ଓ ମାରପିଟ୍