Browsing Category

ରାଜ୍ୟ

ଅଂଗ ପ୍ରତିରୋପଣ ପାଇଁ ଅଂଗ ଅଭାବ: ଭାରତରେ ପ୍ରତିଦିନ ହାରାହାରି ୨୦ ଜଣଙ୍କ ମୃତ୍ୟୁ

ସମ୍ମମ ପକ୍ଷରୁ ‘ଅଂଗଦାନ ମହୋତ୍ସବ’ ପାଳିତ ଭୁବନେଶ୍ୱର, ଅଗଷ୍ଟ ୩୧: ଜୀବନ ରକ୍ଷାକାରୀ ଅଂଗ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ମାତ୍ରାର ଅଂଗର ଘୋର ଅଭାବ ଯୋଗୁଁ ଭାରତରେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି । ଅଂଗଦାନର ଗୁରୁତ୍ୱ ସଂପର୍କରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି

ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍‌ କଲେଜରେ ଆଡ୍‌ମିଶନ୍ ବେଳେ ଏବଂ ୬ ମାସ ପର୍ଯ୍ୟନ୍ତ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍‌ କରିବାକୁ ପଡ଼ିବ ନାହିଁ ସ୍କଲାରସିପ୍ ଟଙ୍କା ପାଇଲା ପରେ ଆଡ୍‌ମିଶନ୍ ଓ ଟିଉସନ୍ ଫି ଦେବେ, ଖୁବ୍ ଶୀଘ୍ର ଜାରି ହେବ ମାର୍ଗଦର୍ଶୀକା ଭୁବନେଶ୍ୱର, ୩୧

ପାରାଦୀପ ପୌରପାଳିକା ପକ୍ଷରୁ ଏଏମ୍/ଏନ୍ଏସ୍ ପୋର୍ଟସକୁ ସିଏସଆର ଉତ୍କର୍ଷ ସମ୍ମାନ ପ୍ରଦାନ

ପାରାଦୀପ, ୩୧ ଅଗଷ୍ଟ ୨୦୨୬: ପୌରପାଳିକା ଅଞ୍ଚଳରେ ସିଏସଆର ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଏମ/ଏନଏସ ପୋର୍ଟସ୍ କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସମ୍ମାନଜନକ ସିଏସଆର ଉତ୍କର୍ଷ ସମ୍ମାନ ୨୦୨୬

ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା।

ବରଗଡ଼:- ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଅବସର ଉପଲକ୍ଷେ ୩୧ ଅଗଷ୍ଟ ୨୦୨୬ ତାରିଖରେ ମହାବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା

ପାରଳା ପୌର ପରିଷଦ ପକ୍ଷରୁ ” ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ” କାର୍ଯ୍ୟକ୍ରମ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ଆଜି "ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ , ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ

ବେଲଗୁଣ୍ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

୫ କୋଟି ଟଙ୍କାର ଦୁଇଟି କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ । ବେଲଗୁଣ୍ଠା-୩୧/୮-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ମନ୍ଦିରମାଳିନୀ ତଥା ପିତ୍ତଳ ମାଛର ସହର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟାଳୟ

ଗୁଣପୁର ପୌର ପରିଷଦ ରେ ସ୍ବାୟତ ଶାସନ ଦିବସ ବହୁ ଆଡ଼ମ୍ବରେ ପାଳନ ହେଲା।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ଗୁଣୁପୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ମାଳ୍ୟାର୍ପଣ କରାଯାଇଛି। ଏହି ଅବସରରେ ଏହି ମହାନ

ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଶ୍ରାବଣୀଙ୍କ ଚରିତ୍ର ସଂହାର କରୁଛନ୍ତି ଦୁଇ ଅସାମାଜିକ ଯୁବକ ଶ୍ରାବଣୀ ଏଫ୍ଆଇଆର୍ ଦେବାର ଦୁଇ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି

ଏରସମା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୩୧.୦୮.୨୦୨୬ ରିଖ - ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ

ଉଦ୍‌ଘାଟନରେ ବିକାଶ, ବ୍ୟବହାରରେ ଅଚଳ

ସ୍ୱାୟତ୍ତ ଶାସନ ଦିବସରେ ବିଜେପୁରର ବିକାଶକୁ ନେଇ ଉଠିଲା ପ୍ରଶ୍ନ ବିଜେପୁର: ସ୍ୱାୟତ୍ତ ଶାସନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସମସ୍ୟାକୁ ଲୋକଙ୍କ ନିକଟରେ ସମାଧାନ କରିବା। ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେବା, ବିକାଶ କାର୍ଯ୍ୟରେ ଲୋକଙ୍କ ଭାଗିଦାରି ସୁନିଶ୍ଚିତ କରିବା ଏବଂ