Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୪ ନମ୍ବର ଜିଲ୍ଲା ପରିଷଦଙ୍କ ସ୍ବାମୀଙ୍କୁ ଦଉଡିରେ ବାନ୍ଧି ଘୋଷାରି ଘୋଷାରି ପିଟିଲେ ଗ୍ରାମବାସୀ।
ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ.ଉଭୟ ପକ୍ଷରୁ ଥାନା ରେ ଅଭିଯୋଗ।
ବସ୍ତା ୧୨/୭:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡିଙ୍କ ସ୍ବାମୀ ସଞ୍ଜୟ କୁମାର ବୁଗୁଡିଙ୍କୁ କୁଣ୍ଡପୁର ଗ୍ରାମରେ ଆକ୍ରମଣ,ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ।ସୂଚନା…
ନରହନ୍ତା ପାଲଟିଲା ସ୍ୱାମୀ, କାଠ ଫାଳିଆରେ ପିଟି ପିଟି ମାରିଦେଲା ସ୍ତ୍ରୀକୁ,ସ୍ବାମୀ ଥାନାରେ ଅଟକ।
ନିଳଗିରି: ଆଜିର ସମାଜରେ ନିଶାସକ୍ତ ଅବସ୍ଥାରେ କେହିବି କିଛି ଅଜାଣତରେ କରିପାରେ, ନିଶା ଛାଡିବା ପରେ ସବୁ କିଛି ହରାଇ ବସିଥାଏ। ଏହିପରି ଏକ ଅଭାନୀୟ ଘଟଣା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ନିଶାସକ୍ତ ଅବସ୍ଥାରେ ଉଭୟ ସ୍ବାମୀ ସ୍ତ୍ରୀ ଥିବା ବେଳେ କିଛି ପରିବାର ସମସ୍ୟାକୁ ନେଇ ଉଭୟଙ୍କ…
ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର, ୧୨.୦୭.୨୦୨୬: ନନ୍ଦନକାନନସ୍ଥିତ ତିଲୋତ୍ତମା କଲ୍ୟାଣ ମଣ୍ଡପଠାରେ ଆଜି ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଏବଂ ସଂଘର ଅତ୍ୟାଚାରିତ ସଦସ୍ୟମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀରେ ଆୟୋଜକମାନେ ଅଭିଯୋଗ…
ଦୁର୍ଘଟଣାରେ ଯୁବକ ଗୁରୁତର,
ଓଡ଼ଗାଁ, ୧୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ହମ୍ପରେ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଶନିବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ଘଟିଥିବା…
ଗଜପତିର ସମାଜସେବୀ ମମତା ପାଢୀ ରାଜ୍ଯସ୍ତରରେ ସମ୍ମାନିତ ହେଲେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ୱାଦପତ୍ର "ତୀକ୍ଷ୍ଣ ଦୃଷ୍ଟି" ଦ୍ୱାରା ଆୟୋଜିତ ଭବ୍ୟ ସମାରୋହରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ମହିଳା ସମାଜସେବୀ ମମତା ପାଢୀ ଭୂବନେଶ୍ୱର ସ୍ଥିତ…
ମାଲକାନଗିରିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆରମ୍ଭ ହେବ ଉଚ୍ଚତର ସିଲେଇ ତାଲିମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଉଛି। ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ନେତୃତ୍ୱରେ ଗ୍ରାମାଞ୍ଚଳର…
ଚୋରି ସୁନା ଜବତ ସହ ଜଣକୁ ଗିରଫ କଲା ମାଲକାନାଗିରି ପୋଲିସ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି କେନାଲ କଲୋନିର ପଦ୍ମାବତୀ ଜେନାଙ୍କ ଘରୁ ଚାଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ମାଲକାନଗିରି ଥାନାରେ ଏତଲା ହୋଇଥିଲା। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା…
ରଥଯାତ୍ରା ଅବସରରେ ଡାକ ବିଭାଗର ଅଭିନବ ପ୍ରୟାସ: ଭଞ୍ଜନଗର ସେଣ୍ଟ ଆନ୍ସ୍ ସ୍କୁଲରେ ଆୟୋଜିତ ହୋଇଛି‘ଇ-ପୋଷ୍ଟ ଓ ପାର୍ସଲ…
ଛାତ୍ରଛାତ୍ରୀଙ୍କ ହାତତିଆରି ଉପହାର ଓ ଶୁଭେଚ୍ଛା ପତ୍ର ପୋଷ୍ଟ ଅଫିସ ଜରିଆରେ ପହଞ୍ଚିବ ପିତାମାତାଙ୍କ ପାଖରେ;
"ରଥଯାତ୍ରାର ପବିତ୍ର ଅବସରରେ ଭଞ୍ଜନଗର ସେଣ୍ଟ ଆନ୍ ସ୍କୁଲର ଛାତ୍ରଛାତ୍ରୀମାନେ ଡାକ ବିଭାଗ ସହ ମିଶି ନିଜ ପିତାମାତାଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର…
ସାମର୍ଥର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟସ୍ତରରେ ଶ୍ରେଷ୍ଠ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ଯ ସ୍ତରରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱରରେ ଓ୍ୱିଫର୍ ୟୁ ଦ୍ୱାରା ଆୟୋଜିତ ଏବଂ ଦକ୍ଷିଣ ଓଡିଶା ଭିନ୍ନକ୍ଷମ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଏହି…
ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ। ଆଜି ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ…