Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁଙ୍କୁ ଦର୍ଶନ କଲେ ଅଲମ୍ପିଆନ ଗଗନ ନାରଙ୍ଗ
ପୁରୀ ,୨୧/୭- ଚଳିତ ରଥଯାତ୍ରା ଅବସରରେ ଭାରତୀୟ ସୁଟର ପଦ୍ମଶ୍ରୀ ଗଗନ ନାରଙ୍ଗ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି।ଦର୍ଶନ ପରେ ନିଜ ପ୍ରତିକ୍ରିୟା ରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ ଭବୁଛନ୍ତି ବୋଲି କହିବା ସହ ଏହି ଅନୁଭବ ସାରା ଜୀବନ ଆଛାଦିତ କରି!-->!-->!-->…
ଦେଶର ଋଣ ବୋଝ ୨୦୧.୧୭ଲକ୍ଷ କୋଟି
ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର,୨୧ା୭: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟ୍ରେ ଅନୁମାନ କରିଛନ୍ତି । ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର!-->!-->!-->…
ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-ଧର୍ମେନ୍ଦ୍ର ପ୍ରଧାନ
କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଧାରଣା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
• ଆଲୋଚନାର ସୁଯୋଗ ଥିଲେ ବି କଂଗ୍ରେସ ଓ ରାହୁଲ ଗାନ୍ଧୀ କେବଳ ଶିରୋନାମା ସାଉଁଟିବାକୁ ହଟଚମଟ ସୃଷ୍ଟି କରୁଛନ୍ତି• ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ!-->!-->!-->!-->!-->…
ବର୍ଷାରେ ଅଟକିଲା ଦକ୍ଷିଣମୋଡ଼; ଅଧାବାଟରେ ରହିଲା ନନ୍ଦିଘୋଷ ଓ ତାଳଧ୍ୱଜ
ପୁରୀ, ୨୧/୭: ମହାପ୍ରଭୁଙ୍କ କାର୍ଯ୍ୟରେ ପୁଣି ବାଧା ସାଜିଛି ବର୍ଷା।ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ତିନି ଠାକୁରଙ୍କ ରଥର ଦକ୍ଷିଣମୋଡ଼ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରବଳ ବର୍ଷା ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଅଧାବାଟରେ ଅଟକି ରହିଛି।!-->…
“ଜନହିତରେ ଡାକସେବା;ଡାକ ବ୍ୟାଙ୍କ ଗ୍ରାହକଙ୍କ ହିତକୁ ପ୍ରାଥମିକତା ଦିଏ”
ଓଡ଼ଗାଁ, ୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋରସ୍ଥିତ ଜୟଶ୍ରୀ ପାଣିଷଣ୍ଢ ଯୁବସଂସଦ ସଭାଗୃହରେ ଭାରତୀୟ ଡାକ ବିଭାଗ, ନୟାଗଡ଼ ପକ୍ଷରୁ ମଙ୍ଗଳବାର ଏକ ଡାକମେଳା ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ!-->…
ବେଲଗୁଣ୍ଠା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ଉଚ୍ଚାଧିକାରୀ
ଭଞ୍ଜନଗର ଏନ୍ଆରସି ରେ ଗୁରୁତର ଅପପୁଷ୍ଟିର ଶିକାର ୨ ଶିଶୁ ଭର୍ତ୍ତି
ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନ୍ଏସି ୱାର୍ଡ଼ ନମ୍ବର ୮ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,,ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର!-->!-->!-->…
ଜନତାଙ୍କ ଉପରେ ଟିକସ ବୋଝ, ଏପଟେ ଦିନବେଳା ଜଳୁଛି ଷ୍ଟ୍ରିଟ୍ ଲାଇଟ୍; ଏନ୍.ଏ.ସି. କର୍ମଚାରୀଙ୍କ ଅବହେଳାରୁ ବିଦ୍ୟୁତ୍…
ବେଲଗୁଣ୍ଠା-୨୧/୭-(ଶିବରାମ ଚୌଧୁରୀ )-ଗୋଟିଏ ପଟେ ସାଧାରଣ ଜନତାଙ୍କ ଉପରେ ହୋଲ୍ଡିଙ୍ଗ ଟ୍ୟାକ୍ସ ବୋଝ ବଢ଼ିବାରେ ଲାଗିଥିବା ବେଳେ, ଅନ୍ୟପଟେ ନଗର ପ୍ରଶାସନର କର୍ମଚାରୀଙ୍କ ଘୋର ଅବହେଳା ଯୋଗୁଁ ଅକାରଣରେ ବିଦ୍ୟୁତ୍ ଶକ୍ତି ଓ ସରକାରୀ ଅର୍ଥର ଅପଚୟ ହେଉଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି!-->!-->!-->…
ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ବାସୁଦେବପୁର, ୨୧/୦୭: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ଭଦ୍ରକ ଡାକ!-->!-->!-->…
ଗଞ୍ଜେଇ ବ୍ୟବସାୟ ନିରାକରଣ ପାଇଁ ଗଜପତି ପୋଲିସର ପଦକ୍ଷେପ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜେଇର ଭୂସ୍ୱର୍ଗ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କର ଉଦ୍ୟମରେ ସେଠାକାର ପଞ୍ଚାୟତ ସରପଞ୍ଚ ମାନଙ୍କ ସମାବେଶରେ ମୋହନା ବ୍ଲକର କୃଷି ଅଧିକାରୀ ଯୋଗଦାନ କରିଥିଲେ।ବିଭିନ୍ନ କୃଷିଭିତ୍ତିକ!-->…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ସାକ୍ଷାତ କଲେ ବ୍ରିଟିଶ ଡେପୁଟି ହାଇକମିଶନର
ୟୁକେ-ଓଡ଼ିଶା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାଭାଗିତା ନେଇ ଆଲୋଚନା
ଭୁବନେଶ୍ୱର, ୨୧ ଜୁଲାଇ ୨୦୨୬: କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଆଜି ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ!-->!-->!-->!-->!-->!-->!-->…