Browsing Category

ଖେଳ

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍: ବାଲିପଟା ସେମିରେ

ପଦ୍ମପୁର: ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳରେ ସର୍ଗିପାଲି ଦଳ ମହୁଲପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ କେଛୋମାଲ ଓ ଖୁଣ୍ଟପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ…

ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ହୋଟେଲ ପବିତ୍ର ରୟାଲ ରେଜେନ୍ସି ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ…

ଭାବ ସେନାପତି ମେମୋରିଆଲ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଶିବ ଶକ୍ତି କ୍ଳବ୍ ବ୍ରାହ୍ମଣ ଗାଁ ବିଜୟୀ

ବାସୁଦେବପୁର(ପ୍ରତାପ କୁମାର ପାଢ଼ୀ)-ଆଜି ଶିବଶକ୍ତି କ୍ଲବ ବ୍ରାହ୍ମଣଗାଁ ଠାରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ମହାଳିକ ଫିତା କାଟି ଉଦଘାଟନ କରିଥିଲେ | ଖେଳ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଏବଂ…

ପୁଷପୁନି କପ କ୍ରିକେଟ: କେ.ସି.ସି.(ଏ) ଚମ୍ପିୟାନ

ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ପୁଷପୁନି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୮ଟି ଦଳ ଅଂଶଗ୍ରହଣ କରି ପୁଷପୁନି ଉପଲକ୍ଷେ ଏକତାର ପରିଚୟ ଦେଇଥିଲେ। ଉଦଘାଟନୀ ମ୍ୟାଚରେ ଆର.ଟି.ଏମ ଦଳ ମିସ୍ତ୍ରୀ ଏକାଦଶକୁ…

ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା: ଖରମୁଣ୍ଡା ଦଳ ବିଜୟୀ

ପଦ୍ମପୁର (ଶାସକ ପ୍ରଶାସକ) : ଆଜି ବିଜେପୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇମାଲ ଠାରେ ନବ ବର୍ଷ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ କ୍ଳବ, ଆଇମାଲ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଠଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ମୂଖ୍ୟ ଅତିଥି ଭାବରେ…

ଏଏଫସି ମହିଳା ଫୁଟବଲ ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ପ୍ୟାରୀ ଏବଂ ମନୀଷା

ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ photo from @sports_odisha ଭୁବନେଶ୍ୱର : ଜାନୁୟାରୀ ୨୦ରୁ ଆରମ୍ଭ ହେଉଥିବା ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍ ଦଳରେ ଓଡିଶାର ପ୍ୟାରୀ ଏକ୍ସା ଏବଂ ମନୀଷା ପାନ୍ନା ସ୍ଥାନ ପାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ…

୯ମ ଗୋଲଡେନ ଷ୍ଟାର କ୍ରିକେଟ ଉଦଯାପିତ : ଦଳଦଳୀ ଚମ୍ପିୟାନ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ପାଇକମାଳ ଓ ଦଳଦଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳଦଳୀ ଦଳ ବିଜୟୀ ହୋଇଥିଲେ ଦ୍ବିତୀୟ ସେମିଫାଇନାଲ ସୋନପୁର ଓ ପାଟଣାଗଡ଼ ମଧ୍ୟରେ…

ବୀର ବଜରଙ୍ଗବଳି କ୍ରିକେଟ୍: ଜୁରିଆ ଚାମ୍ପିୟନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମମୁଣ୍ଡା ଠାରେ ବି.ବି.ସି.ସି. ଦ୍ଵାରା ଆୟୋଜିତ ୨୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବୁଢି଼ମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟରେ ୧୦୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ…

୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଏମବିସିକୁ ୪-୦ ରେ ହରାଇ ତୁଳସୀ କ୍ଲବ୍ କଟକ ଚାମ୍ପିୟନ ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ସ୍ଥିତ ସୁଙ୍ଗୁଡ। ଠାରେ ନୀଳମଣି ମିନି ଷ୍ଟାଡିୟମ ପରିସରରେ ଶ୍ରୀ ଗଣେଶ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ୩୫ ତମ ଆନ୍ତ ରାଜ୍ୟ ଦିବାକର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ…

ବି ଏସ କ୍ଲବ୍ ତରଫରୁ ବଂଗାଳ ପୁର ରେ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ।

ସିମୁଳିଆ (ଅକ୍ଷୟ କୁମାର ଜେନା) : ଖେଳ ଦ୍ଵାରା ଶାରୀରିକ ଏବଂ ମାନସିକ ସ୍ଥର ରେ ଦେହ ଫିଟ୍ ରହିବା ସଙ୍ଗେ ସଙ୍ଗେ ମନ ମଧ୍ୟ ପ୍ରଫୁଲ୍ଲ ରହି ଥାଏ। ଏବେ ଅନେକ ଜାଗାରେ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ ନା ମେଣ୍ଟ ଅନୁଷ୍ଠିତ କରାଯାଇ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ମାନଙ୍କୁ ଢେର୍ ମନୋରଞ୍ଜନ…