Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୧୯ତମ ସନରାଇଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଚଣ୍ଡିପାଲି ଦଳ ଚମ୍ପିୟାନ ।
ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ
ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ଗ୍ରାମରେ ଜମଲା ସ୍ପୋଟର୍ଷ ଏସୋସିଏସନ ଆନୁକୂଲ୍ୟରେ ବିଗତ ଛଅ ଦିନ ଧରି ଚାଲୁଥିବା ୧୯ତମ ସନରାଇଜ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚଣ୍ଡିପାଲି ଓ ମହୁଲପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା…
ବଡ଼ବିଲ ବଏଜ କ୍ଲବ ପୁରୁଷ ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ : କିରିବୁରୁର ଆୟୁଷ ଓ ବିବେକ ଚମ୍ପିୟାନ
ବଡ଼ବିଲ (ଚିତ୍ତରଞ୍ଜନ କର) :ବଡ଼ବିଲ ବଏଜ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ପୁରୁଷ ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ ଶେଷ ହୋଇଛି। ଏକ ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ କିରିବୁରୁର ଡବଲସ ଯୋଡି ଆୟୁଷ ଓ ବିବେକ ବଡ଼ବିଲର ମକସୁଦ ଆଲାମ ଓ ସରବଜିତ ସିଂଙ୍କ ଯୋଡିକୁ ପରାସ୍ତ କରି…
ବଡ଼ବିଲରେ ଆରମ୍ଭ ହେଲା ପୁରୁଷ ଡ଼ବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ
ବଡ଼ବିଲ (ଚିତ୍ତରଞ୍ଜନ କର )
ବଡ଼ବିଲର ଅଗ୍ରଣୀ ସ୍ପୋର୍ଟସ କ୍ଲବ ବଏଜ କ୍ଲବ ଆନୁକୂଲ୍ୟରେ ଆରମ୍ବ ହୋଇଛି ଦୁଇ ଦିବସୀୟ ପୁରୁଷ ଡବଲସ ଵ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟରେ କେନ୍ଦୁଝର, ବଲାଣି, କିରିବୁରୁ, ନୂଆମୁଣ୍ଡି ଆଦି ଅଞ୍ଚଳରୁ ୪୮ଟି ଟିମ ଭାଗ ନେଇଥିବା ବଏଜ କ୍ଲବର…
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ୮ମ ଆନ୍ଧ୍ର – ଓଡିଶା ବାସ୍କେଟବଲ ଓ କ୍ରିକେଟ ଖେଳ ପ୍ରତିଯୋଗିତା
୬ଟି ବିଶ୍ୱ ବିଦ୍ୟାଳୟ ଓ ୧୧ଟି ମହାବିଦ୍ୟାଳୟର ୩୦୦ଜଣ ଖେଳାଳୀ ସାମିଲ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ନିକଟରେ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଗଜଜ୍ୟୋତି -୨୦୧୯ଅବସରରେ ୮ମ…
ଆନ୍ତଃ ଜିଲ୍ଲା ଜେଏମ୍ବିସିସି କପ କ୍ରିକେଟ ଉଦ୍ୟାପିତ : ପେଠିଆପାଲିକୁ ହରାଇ ଲର୍କି ଚାମ୍ପିଅନ
ନୂଆପଡ଼ା/ଅମିତ କୁମାର ପୁରୋହିତ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଖେଳ ପଡିଆ ଠାରେ ଜୟ ମାଁ ବସ୍ତ୍ରାଣୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୮ମ ଆନ୍ତଃ ଜିଲ୍ଲା ଜେଏମବିବିସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଲର୍କି ଓ ପେଠିଆପାଲି ଦଳ…
ସାଇଟ ଜୁନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ଡିସିଏଫଏ କଅଗାଁ ବିଜୟୀ
ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ୫୨ ତମ ଜୁନିୟର (୧୯ ବର୍ଷରୁ କମ୍)ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଗଲପୁର ଏଏ ବନାମ ଡିସିଏଫଏ କଅଗାଁ ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକର ଜରିଆରେ କଅଗାଁ…
ମର୍ନିଙ୍ଗ ଷ୍ଟାର ଫୁଟବଲ କପ ଉଦଯାପିତ:ପାଚେର ଚମ୍ପିୟାନ
ପଦ୍ମପୁର/ନିଳ ଦୀପ- ପଦ୍ମପୁର ବ୍ଳକ ଦହିତା ଗ୍ରାମରେ ମର୍ନିଙ୍ଗ ଷ୍ଟାର କ୍ଳବ ଦ୍ବାରା ଆୟୋଜିତ ଫୁଟବଳ ମ୍ୟାଚ ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ୧୪ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ପାଚେର ଓ ପଦ୍ମପୁର ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ପାଚେର ଦଳ…
୭ମ ନୁଆପଡା କ୍ରିକେଟ କପ ଉଦଯାପିତ :ଖଇରପାଲି ଦଳ ଚମ୍ପିୟାନ
||ପଦ୍ମପୁର/ନିଳ ଦୀପ||
ପଦ୍ମପୁର ସହରର ନୁଆଁପଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ବିଗତ ପାଞ୍ଚ ଦିନଧରି ଚାଲୁଥିବା ନୁଆଁପଡା କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସତୀଭଟା ଓ ଖଇରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଖଇରପାଲି ଦଳ ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ…
ସାଇଟ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବରପାଲି ଓ ଲୋଇସିଂହା ମଧ୍ୟରେ ଫାଇନାଲ
ବଲାଙ୍ଗୀର (ନିରୋଜ ମିଶ୍ର) - ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସରେ ଲୋଇସିଂହା ଏପିଜେ ୩-୧ ଗୋଲରେ ପାଟଣେଶ୍ୱରୀ ସ୍ପୋଟିଂ ପାଟଣାଗଡକୁ ହରାଇ ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । ବିଜୟୀ ଦଳ ତରଫରୁ ପ୍ରେମରାଜ…
ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା
ମାଣ୍ଡୋସିଲ/ରାଜେନ୍ଦ୍ର ବେହେରା : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଗଙ୍ଗାଧର ରଣା ପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଖେଳ…