କିର୍ମିରା ବ୍ଲକରେ ଅଢ଼େଇ କୋଟିର ରାସ୍ତା ପ୍ରକଳ୍ପ, ବିଧାୟକଙ୍କ ଶିଳାନ୍ୟାସ
ମହାଳିଙ୍ଗପଡ଼ା, ରକ୍ସାପଡ଼ା ଓ ହଣ୍ଡାତପା ରାସ୍ତାର ହେବ ଉନ୍ନତୀକରଣ
ଝାରସୁଗୁଡ଼ା, ୧୭: ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକରେ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ତିନୋଟି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ!-->!-->!-->!-->!-->…