ବଡ଼ବିଲରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ, ୩ ଅଭିଯୁକ୍ତ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ବେଲକୁଣ୍ଡି ଫୁଟବଲ ପଡିଆ ନିକଟରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ ଆଜି ବେଲକୁଣ୍ଡି ଫୁଟବଲ ପଡିଆ ନିକଟରେ ନିଶା ସାମଗ୍ରୀ କାରବାର ହେବାକୁ ଥିବାର ସୂଚନା ପାଇ ବଡ଼ବିଲ ପୋଲିସର ଏକ ଟିମ ଅଚାନକ ଚଢ଼ାଉ…

କୃଷି ଯନ୍ତ୍ରପାତି ଏବେ ହାତ ପାହାନ୍ତା ରେ

ଗାଇସିଲେଟ :-ବରଗଡ ଜିଲ୍ଲା ହେଉଛି ଓଡ଼ିଶାର ଭାତ ହାଣ୍ଡି । ଏଠି ଚାଷ କରି ଭରଣ ପୋଷଣ କରନ୍ତି ଲୋକେ ହେଲେ ଆଜିକାର ସମୟରେ ଅତ୍ୟାଧୁନିକ ଯନ୍ତ୍ର ପାତି ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଛି ହେଲେ ସେ ସବୁ ସହରାଞ୍ଚଳ ମାନଙ୍କରେ । ଗାଁ ମାନଙ୍କରେ ଏବେ ବି ଲୋକେ ହଲ କିମ୍ବା ଭଡ଼ାରେ ଟ୍ରାକ୍ଟର…

୩୬ ତମ ରାଜ୍ୟସ୍ତରୀୟ ଅଗ୍ରଦୂତ ଛାତ୍ର ସମ୍ମିଳନୀ ଉଦଘାଟିତ

https://youtu.be/a_RyW7NQI94 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ମାତୃପୀଠ) ଠାରେ ୩୬ତମ ରାଜ୍ୟସ୍ତରୀୟ ଶ୍ରୀଅରବିନ୍ଦ ଅଗ୍ରଦୂତ ପାଠଚକ୍ର ସମ୍ମିଳନୀ ଉଦଘାଟିତ…

ଓଡ଼ଗାଁ ଏନ୍ଏସିରେ ମୁକୁଳା ଡ୍ରେନ, ପଶୁ ଓ ମିଣିଷଙ୍କ ପାଇଁ ସାଜିଛି ବିପଦ,

ଓଡ଼ଗାଁ,୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ଅନେକ ସ୍ଥାନରେ ରହିଥିବା ମୁକୁଳା ଡ୍ରେନ ଦିନକୁ ଦିନ ପଶୁ ଓ ମଣିଷ ମାନଙ୍କ ନିମନ୍ତେ ବିପଦ ସାବ୍ୟସ୍ତ ହୋଇପଡିଛି । ଅନେକ ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏନେଇ ଆଖିଦୃଶିଆ ସମାଧାନ ଦେଖିବାକୁ…

ଖବର ପ୍ରକାଶର ପ୍ରଭାବ,ଭୂତଳ ବିଦ୍ୟୁତ୍ କେବୁଲ୍ ଜଙ୍କସନରେ ସୃଷ୍ଟ ଗାଢ଼ ମରାମତ

ଓଡ଼ଗାଁ, ୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ଠାରୁ ମୁଖ୍ୟ ରାସ୍ତା ପାର୍ଶ୍ବରେ ଓଡ଼ଗାଁ ବିଦ୍ୟୁତ୍ ସବଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଭୂତଳ ବିଦ୍ୟୁତ୍ କେବୁଲ୍ ଜଙ୍କସନରେ ଏକାଧିକ ସ୍ଥାନରେ ଗଭିର ଗାଢ଼ ସୃଷ୍ଟି ହେଇଥିବା ନେଇ ଗତ ମେ ମାସ ୩୦…

ବାଣ୍ଠପୁର ଅଞ୍ଚଳରେ ହାତୀ ପଲ୍ଲ,ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ କରାଇଲେ ବନ ବିଭାଗ,

ଓଡ଼ଗାଁ,୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ବାଣ୍ଠପୁର ଅଞ୍ଚଳରେ ୯ ଟିକିଆ ବଣୁଆ ହାତୀ ପଲ୍ଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ହାତୀ ଗାଁକୁ ପସି ଆସୁଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ…

ପକ୍ଷୀ ଙ୍କ ପାଇଁ ଜଳ ଦାନ କରିଥିବାରୁ ପ୍ରକୃତି ବନ୍ଧୁ ସରୋଜ ମେହେର ଓ ପରିବାର ଙ୍କୁ ଶୁଭେଚ୍ଛା ଜଣେଇଲେ ବାଲାଙ୍ଗୀର…

କୁଚିଣ୍ଡା (ଲିପନ ନାଏକ): ଚଳିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ରେ ନିରୀହ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଇ କୁଡାପଡା ନିବାସୀ ସରୋଜ ମେହେର ଅଂଚଳରେ ବେସ ପ୍ରଶଂସା ର ପାତ୍ର ହୋଇଥିବା ବେଳେ ବଲାଙ୍ଗୀର ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମଧ୍ୟ ଏହିଭଳି ପଦକ୍ଷେପ କୁ ନେଇ ସରୋଜଙ୍କୁ…

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ ତା: ୦୨.୦୬.୨୦୨୫ରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ…

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ:- ତା.୨/୦୬/୨୪- ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ…

ବିଜେପୁର ରେ ନୂତନ ତହସିଲଦାର ଙ୍କ ଯୋଗଦାନ

ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ରେ ନୂତନ ତହସିଲଦାରଙ୍କ ଯୋଗଦାନ । ବିଜେପୁରରେ ଥ‌ିବା ତହସିଲଦାର କର୍ଣ୍ଣ ସୁନା ଙ୍କ ଭେଡେନ ବ୍ଲକ କାର୍ଯ୍ୟାଳୟ ବିଡ଼ିଓ ଭାବରେ ବଦଳି ହୋଇଥିବା ବେଳେ ମୁକ୍ତେଶ୍ୱର ପାଣିଗ୍ରାହୀ ବିଜେପୁର ତହସିଲରେ ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସ୍ଥାନୀୟ…