ଝିପିଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନାର ସହିତ ଅଗ୍ରପୂଜ୍ୟଙ୍କୁ ଆବାହନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରରେ ଗଣେଶ ପୂଜାର ଏକ ସ୍ଵତନ୍ତ୍ରତା ରହିଥିବା ବେଳେ ସହରରେ ସମସ୍ତ ଗଣେଶ ମୂର୍ତ୍ତୀର ଏକକାଳୀନ ବିସର୍ଜ୍ଜନ ଗଞ୍ଜାମ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ବିସର୍ଜ୍ଜନ ପାଇଁ ମଧ୍ୟ ଅଞ୍ଚଳ ବାସୀଙ୍କ ମନରେ ଉତ୍କଣ୍ଠା ରହିଥାଏ I ଆଜି ଦିନ ସାରା ଝିପିଝିପି…