ମହିଳା ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କର ବାଚସ୍ପତି

ଓଡ଼ଗାଁ,୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଶରଣକୁଳ ପଞ୍ଚାୟତ ଠାରେ ଓଡ଼ଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଦ୍ବାରା ଆୟୋଜିତ "ବିକଶିତ କୃଷି ସଙ୍କଳ୍ପ ଅଭିଯାନ" କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ…

ବ୍ରଦର୍ଶ ଇଲେଭେନ, ଇଲେଭେନ ଏମ୍ପରର, ଓଡ଼ଗାଁ ସୁପର କିଙ୍ଗ ବିଜୟୀ

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ ୪ର୍ଥ ଦିବସ ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ବୁଧବାର ୪ର୍ଥ ଦିନରେ ବ୍ରଦର୍ଶ ଇଲେଭେନ,…

ରୋଟାରୀ କ୍ଳବ୍ ଦ୍ବାରା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ,୪୦ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ

ଓଡ଼ଗାଁ,୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଆରଡ଼ା ପଞ୍ଚାୟତ ଆରଡ଼ା ପ୍ରାଥମିକ ବିଦ୍ୟାଳୟରେ ନୟାଗଡ଼ ରୋଟାରୀ କ୍ଲବ ଆନୁକୁଲ୍ୟରେ ବୁଧବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଟେକନିସିଆନ ବିଷ୍ଣୁପ୍ରିୟା ଦଳେଇଙ୍କ ସହ ଅନ୍ୟ ସହଯୋଗୀ ମାନଙ୍କ…

ଓଡ଼ଗାଁ ଏନ୍ଏସିର ଓ୍ବାଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି,

ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ନିର୍ବାଚନ ପାଇଁ ପ୍ରାରମ୍ଭିକ ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିରି କୃତ ହୋଇଥିବା ୧୫ ଓ୍ବାଡର ପୁନଃ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଓଡ଼ଗାଁ ଏନ୍ଏସି…

ବେଲଗୁଣ୍ଠାରେ ହାତୀ ବେଶରେ ଦର୍ଶନ ଦେଲେ ଜଗନ୍ନାଥ

https://youtu.be/oWTVZVkOMMY ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠାର ଉଭୟ ପେଣ୍ଠ ସାହି ଏବଂ ବାଲିଡି ସାହି ଜଗନ୍ନାଥ ମନ୍ଦିରରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବା ସହିତ ଉଭୟ ମନ୍ଦିରର ସ୍ନାନ ମଣ୍ଡପରେ ମହାପ୍ରଭୁ ଶହ ଶହ ଭକ୍ତଙ୍କୁ…

ପିପୁଲ ଟୁ ପିପୁଲ୍ ହେଲ୍ଥ ଫାଉଣ୍ଡେସନ ତରଫରୁ କଣ୍ଢେଇ ଗାଁ ରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ଖପ୍ରାଖୋଲ ( ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ କଣ୍ଢେଇ ପଂଚାୟତରେ ପିପୁଲ ଟୁ ପିପୁଲ ସଂଗଠନ ତରଫରୁ ସୋମବାର ଦିନ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ଶିବିର ସଫଳତା ର ସହିତ ଆୟୋଜନ କରାଯାଇଅଛି I ସ୍ୱାସ୍ଥ୍ୟ ଶିବିର ରେ ରେ ଆଖପାଖ ଗାଁ ରୁ ମୋଟ ୨୧୪ ଜନ ବ୍ୟକ୍ତି ଅଂଶଗ୍ରହଣ…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଦେବସ୍ନାନ ଯାତ୍ରା

https://youtu.be/43-i6lEPeLE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି (ବୁଧବାର) ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ…

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି , କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧରତୀ ଆବା…

ସମୟ ସୀମା ଠାରୁ ବିଳମ୍ବରେ ମିଳୁଛି ପ୍ରମାଣ ପତ୍ର, ସହଜରେ ମିଳିପାରୁନାହିଁ ପ୍ରମାଣ ପତ୍ର

 ଜମନକିରା(ଲିପନ ନାଏକ ) : ବର୍ତମାନ ରାଜ୍ୟର ବିଭିନ୍ନ ବିଦ୍ୟାଳୟ. କଲେଜ ସହିତ ଅନ୍ୟ ଟ୍ରେନିଙ୍ଗ ସେଣ୍ଟର ରେ ନାମ ଲେଖା ପ୍ରକ୍ରିୟା ଚାଲିଛି। ମୁଖ୍ୟତଃ ବିଦ୍ୟାଳୟ ଏବଂ କଲେଜ ରେ ନାମ ଲେଖା ପାଇଁ ଜାତି ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର ଏବଂ ବାସିନ୍ଦା ପ୍ରମାଣ ପତ୍ର ଆବଶ୍ୟକ ପଡିଥାଏ।…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…