ଗୃହରକ୍ଷୀ ମାନଙ୍କ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି

ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁହେବ  ଭୁବନେଶ୍ୱର/୧୩ ଜୁନ ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ…

ଭୁବନେଶ୍ୱର ଲିଙ୍ଗିପୁରଠାରେ ଶ୍ରୀଲେଦର୍ସ ର ନୂତନ ଶୋ’ରୁମ

ଭୁବନେଶ୍ୱର: ଏକ ଲୋକପ୍ରିୟ ଫୁଟ୍‌ୱେୟାର ଓ ଆକ୍‌ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍‌ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ…

ସେଲ ହକି ଏକାଡେ଼ମୀ ରେ ବ୍ୟାପକ ଅବ୍ୟବସ୍ଥା : ଲକ୍ଷ୍ୟ ଠାରୁ ବହୁତ ଦୂରରେ ଏକାଡେମୀ ର କାର୍ଯ୍ୟକଳାପ !

ରାଉରକେଲା : (୧୨ ଜୁନ ୨୫)ରାଉରକେଲା ସହର ସେକ୍ଟର - ୫ ରେ ଥିବା ସେଲ୍‌ ହକି ଏକାଡେମୀ କେବଳ ରାଉରକେଲା ନୁହେଁ ସମଗ୍ର ଓଡ଼ିଶା ଓ ଦେଶରେ ଖ୍ୟାତିଲାଭ କରିଥିବା ଏକ ଅନନ୍ୟ କ୍ରୀଡ଼ା ଅନୁଷ୍ଠାନ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତଥା ରାଉରକେଲା ଇସ୍ପାତ କାରଖାନା…

ଶିଶୁଶ୍ରମ ନିଷେଧ ଦିବସ ପାଳିତ

ଓଡ଼ଗାଁ,୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓଡ଼ଗାଁ ଅଦାଲତ ପରିସରେ ତାଲୁକ୍ ପ୍ରାଧିକରଣ ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସଙ୍ଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ଡ଼ାବୁଗାଁ ରେ ବିକାଶ ବାହାନ ଯାତ୍ରା ଶୁଭାରମ୍ଭ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ରେ ଆଜି ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଛି। ରାଜ୍ୟରେ ମୋହନ ମାଝୀ ଙ୍କ ବିଜେପି ସରକାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ବିଭିନ୍ନ ବିଭାଗ ଜନ ହିତକର ଯୋଜନା ର ବାର୍ତ୍ତା ଲୋକଙ୍କ…

ଇଲାଇଟ୍ ଇଗଲ, ଏମ୍ପୋରିୟର ଇଲେଭେନ, ହାପି ଇଲେଭେନ ଓ ଡାଇନୋମିକ୍ କିଙ୍ଗ ୪ ଦଳ ବିଜୟୀ

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୫ମ ଦିନ ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଗୁରୁବାର ୫ମ ଦିନରେ ଇଲାଇଟ୍ ଇଗଲ,…

ଭୂମିହୀନଙ୍କ ଠାରୁ ୪୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଲେ ଅର ଆଇ

ସମ୍ବଲପୁର ଜିଲ୍ଲା, ଜାମନକିରା ତହସିଲ ଅଧୀନରେ ଘଟିଛି ଏଭଳି ଘଟଣା ଜମନକିରା (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମାନକିରା ତହସିଲ ଅନ୍ତର୍ଗତ ଗୌଡ଼ପାଲି ରାଜସ୍ୱ ସର୍କଲ ଅଧିକାରୀ ଶ୍ରୀ ଭୀଷ୍ମ ପ୍ରଧାନ (ଆରଆଇ)। ଶ୍ରୀ ପ୍ରଧାନ ଜଣେ ସଦସ୍ୟଙ୍କ ସପକ୍ଷରେ ଏକ ପଟ୍ଟା ମାମଲାରେ ଅନୁକୂଳ ରିପୋର୍ଟ…

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ…

ବେଲଗୁଣ୍ଠାରେ ବିକାଶ ବାହାନ ଯାତ୍ରା ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ବିକାଶ ବାହାନ ଯାତ୍ରାକୁ ଉଦ୍ଘାଟନ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିରେ ମଧ୍ୟ ଏହି କାର୍ଯ୍ୟକ୍ରମ…

ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଅଭିଯାନ ଉଦେଶ୍ୟରେ ପଦଯାତ୍ରା ଏବଂ ସଚେତନତା ରଥ ମାଧ୍ୟମରେ ସହର ପରିକ୍ରମା କାର୍ଯକ୍ରମ…

https://youtu.be/BF6eo_FQzYg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସି ଏ ସିଏଲ୍ , ଆଇ ଏସ୍ ଆର୍ ଡି , ପ୍ରଭା , ଜେକେପି , ହେଲ୍ପ , ସି ସି ଡବ୍ଲୁ ଡି ,ଆର୍ କେ ଏସ୍ ଏସ୍ ଗଜପତି ତରଫରୁ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଅଭିଯାନ ଉଦେଶ୍ୟରେ ପଦଯାତ୍ରା ଏବଂ ସଚେତନତା ରଥ ମାଧ୍ୟମରେ…