ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ।

"ବଜ୍ରପାତ ଓଁ ପ୍ରବଳ ବର୍ଷାର ଆଗୁଆ ସୂଚନା ଯୋଗୁଁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପ୍ୟାରେଡ ବାତିଲ""ଲଗାତାର ବର୍ଷା ଯୋଗୁଁ ପ୍ୟାରେଡ ପଡିଆ ପ୍ୟାରେଡ ଉପଯୋଗୀ ନଥିଲା""ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ" ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:…

ଗଜପତି ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ପୋଲିସ ପକ୍ଷରୁ ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି…

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ୨.୦

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମାବ୍ଲକ ସ୍ଥିତ ପଦ୍ମପୁର ଗ୍ରାମର ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ବନମହୋତ୍ସବ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ…

ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିର୍ଭର ରୋଜଗାର ତାଲିମ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା "ବିଭାଜନ ବିଭିଷିକା ସ୍ମୃତି ଦିବସ" ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ…

ସ୍ୱର୍ଗତ ବିମଳ ମିଶ୍ରଙ୍କ ସ୍ମୃତିରେ ଢେଙ୍କାନାଳ ସାଇଁବିରିରେ ପାଠାଗାର ଓ ମାର୍ଗ ଲୋକାର୍ପିତ

ଜନ୍ମମାଟିର ସଂସ୍କାରକୁ ଭୁଲିବା ନାହିଁ, ଗାଁର ବିକାଶ ପାଇଁ ନିଜକୁ ନିୟୋଜିତ କରିବା - ଧର୍ମେନ୍ଦ୍ର ପ୍ରଧାନ • ସ୍ୱର୍ଗତ ବିମଳ ମିଶ୍ର ଉଚ୍ଚ ପଦପଦବୀ ଓ ସଫଳତା ସତ୍ତ୍ୱେ ଜନ୍ମମାଟିକୁ କେବେ ଭୁଲିନଥିଲେ• ନୂତନ ପାଠାଗାର ଲୋକଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ• ‘ବିମଳ ମିଶ୍ର…

ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହେଲେ ସାଂସଦ

ବାଜି ରାଉତ ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ବୀରତ୍ୱର କଥା ମନେପକାଇଲେ• ବାଜି ରାଉତଙ୍କ ଜନ୍ମସ୍ଥାନକୁ "ପ୍ରେରଣାର କେନ୍ଦ୍ର" ଭାବେ ଗଢ଼ିତୋଳିବା ପାଇଁ ଉଦ୍ୟମ କରିବା•…

ରାଜ୍ୟପାଳଙ୍କ ‘ଆଟ ହୋମ’ ଉତ୍ସବ: ଅଂଶଗ୍ରହଣ ପାଇଁ ରଙ୍ଗଣୀପାଟଣା ସରପଞ୍ଚଙ୍କୁ ନିମନ୍ତ୍ରଣ

ଓଡ଼ଗାଁ ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟପାଳ ୨୦୨୬ ଅଗଷ୍ଟ ୧୫ ତାରିଖ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଲୋକଭବନରେ 'ଆଟ୍ ହୋମ' ରେ ଯୋଗଦେଵା ନିମନ୍ତେ ନୟାଗଡ଼ ଜିଲ୍ଲାରୁ ଜଣେ ମାତ୍ର ସରପଞ୍ଚ ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତରୁ ସସ୍ମିତା ପାତ୍ରଙ୍କୁ ନିମନ୍ତ୍ରଣ ମିଳିଛି।…

ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀରେ ବକ୍ତୃତା ପ୍ରତିଯୋଗିତା

ସର୍ବ କନିଷ୍ଠରେ ପଦ୍ମଜା, କନିଷ୍ଠରେ ଆଦ୍ୟାଶା, ବରିଷ୍ଠରେ ବର୍ଷା ପ୍ରଥମ ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁକ୍ରବାର…

ପରକୀୟା ସନ୍ଦେହରୁ ଦାମ୍ପତ୍ୟ କଳହ, ମହିଳାଙ୍କ ମୃତ୍ୟୁ,

ବେଲଦୁଆର ଫାର୍ମ ହାଉସ୍‌ ପୋଖରୀରୁ ମିଳିଲା ମୃତଦେହ; ସ୍ୱାମୀ ଥାନାରେ ଆତ୍ମସମର୍ପଣ ପରେ ଗିରଫ ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆରସ୍ଥିତ ଏକ ଫାର୍ମ ହାଉସ୍‌ରେ ଜଣେ ମହିଳାଙ୍କ…

ଧଝୋଲାରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ,

ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ନିକଟସ୍ଥ ଧଝୋଲା ଗ୍ରାମରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧଝୋଲା ତଳସାହିର…