ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ, ମା’ ଭଉଣୀ, ହିତାଧିକାରୀ ଓ ଉଦ୍ୟୋଗୀଙ୍କୁ ଭେଟିଲେ ସାଂସଦ

ଜନଜାତି ଶିକ୍ଷା, ମହିଳା ସଶକ୍ତିକରଣ, ହିତାଧିକାରୀ କଲ୍ୟାଣ ଓ ଗ୍ରାମ୍ୟ ଉଦ୍ୟୋଗର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ • ଝରବାହାଳ ଏସଏସଡି ହାଇସ୍କୁଲରେ ପୌଡ଼ି ଭୂୟାଁ, ମୁଣ୍ଡା ଓ ଅନ୍ୟ ଜନଜାତି ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ• ଗୋଳାବନ୍ଧ ଠାରେ…

ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର, ତା ୧୫.୦୮.୨୦୨୬: ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, କଟକ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୦ ତମ ସ୍ବାଧିନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନଗ୍ରସ "ନିୟତି" ସ୍କୁଲ୍ ରେ ୮୦ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ନିୟତି ସ୍କୁଲ୍ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ମଳୟ ମିଶ୍ର କୁମାର ସେଠୀ ଯୋଗ ଦେଇ ଜାତୀୟ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର ତା.15.08: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସାରିବା ପରେ ଛାତ୍ର ଛାତ୍ରୀ…

ବାସୁଦେବପୁର ରେ ଅଶି ତମ ସ୍ୱାଧୀନତା ଦିବସ ପାଳିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଓ ପୌର ପରିଷଦ ରେ ବିଭିନ୍ନ ସ୍ଥାନ ରେ ଅଶି ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ହୋଇ ଯାଇଛି।ବାସୁଦେବପୁର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ, ବ୍ୟବସାୟିକ ଅନୁଷ୍ଠାନ ପକ୍ଷ ରୁ ପତାକା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ଦେଶର ୮୦ ତମ ସ୍ଵାଧୀନତା ଦିବସ ପାଳନ

ରମ୍ଭା-:15.08.2026-: -(ଶିବରାମ ଚୌଧୁରୀ )-ରିଖ ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ରମ୍ଭା ଠାରେ ଦେଶର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ।…

ଓଡ଼ଗାଁରେ ବ୍ଲକ ଓ ଏନ୍‌ଏସି ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ,

ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ ଅରୁଣ ଓଡ଼ଗାଁ, ୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହ ନିଜ ମନରେ ଦେଶପ୍ରେମ ଓ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା ଆବଶ୍ୟକ। ନିଜ ଦେଶକୁ ଭଲ ପାଇବା, ଦେଶର ନିୟମ ମାନିବା ସହ ଭାରତକୁ ଏକ ଶକ୍ତିଶାଳୀ,…

ଟିପିଏସ୍ଓଡିଏଲ୍ ତରଫରୁ ଉତ୍ସାହ ଏବଂ ଦେଶପ୍ରେମର ସହ ସ୍ୱାଧୀନତା ଦିବସ ପାଳିତ

• କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ସର୍କଲ ଏବଂ ଡିଭିଜନରେ ପାଳନ ହୋଇଛି ସ୍ୱାଧୀନତା ଦିବସ • ଏହି ଅବସରରେ ସୋଲାର ଉପଭୋକ୍ତା, କର୍ମଚାରୀ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ…

ବସନ୍ତପୁରରେ ୮୦ ତମ ସ୍ବାଧିନତା ଦିବସ ପାଳିତ

ଗରଦପୁର ତା୧୫/୦୮ - ଦେଶର ୮୦ ତମ ସ୍ବାଧିନତା ଦିବସ କୋଣ ଅନୁକୋଣରେ ପାଳିତ ହେଉଥିବା ସ୍ଥଳେ ପଲ୍ଲୀ ରୁ ଦିଲ୍ଲୀ ଉତ୍ସବମୁଖରିତ । ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମଧ୍ୟ ସ୍ଵାଧିନତା…

ତ୍ରିରଙ୍ଗା ,ଏକତାର ପ୍ରତୀକ : ଅତିରିକ୍ତ ଜିଲ୍ଲାପାଳ

ନବରଙ୍ଗପୁର,15/08/2026 : ନବରଙ୍ଗପୁର ସହରରେ ଅବସ୍ତିତ ଆଶାକିରଣ ବିଦ୍ୟାଳୟରେ ଅଶିତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲlସରେ ପାଳିତ ହୋଇଯାଇଛି ,ସହର ମଧ୍ୟ ଭାଗରେ ଅବସ୍ଥିତ ଦିବ୍ୟାଂଙ୍କ ନିମନ୍ତେ ଉଦ୍ଧିଷ୍ଟ ସ୍ଵତନ୍ତ୍ର ଶିକ୍ଷା ଏବଂ ତାଲିମ କେନ୍ଦ୍ର ଆଶା କିରଣରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…