ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସହ- ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ…

ଗଜପତି ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ତିନି ଦିନିଆ କର୍ମଶାଳା ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ତିନିଦିନିଆ କର୍ମଶାଳା ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ତାଲିମ…

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ , ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ ତିନିଦିନିଆ ଗସ୍ତରେ ଆସି ଗୁମ୍ମା , ମୋହନା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରକୁ ପରିଦର୍ଶନ…

ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ…

୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା

ପୋଖରୀ ସଦୃଶ୍ୟ ରାଜରାସ୍ତା, ସେପଟେ ଲଘୁଚାପ ସକାଶେ ମୋଟୁ ରେ ବନ୍ୟା ଆଶଙ୍କା l ମାଲକାନଗିରି:୦୫/୦୯:ମାଲକାନଗିରି ଜିଲ୍ଲାରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜିଲ୍ଲାରେ ଯେଉଁ ବ୍ଲକ କୁ ପରିଦର୍ଶନ କରିବେ ପ୍ରତ୍ୟେକ ବ୍ଲକ ରେ ରାସ୍ତା କାଦୁଅ ପୋଚ ପୋଚ ସହ ପାଣି ଜମିବାର ଚିତ୍ର…

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ ଝାରସୁଗୁଡାର ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ…

ଝାରସୁଗୁଡା: ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…

ଗୁରୁକୂଳ ପରମ୍ପରାରରେ ଭାରତୀୟ ଶିକ୍ଷା ପଦ୍ଧତି ଅନନ୍ୟ ।

ଝାରସୁଗୁଡା ଜିଲ୍ଲା ସ୍ତରୀୟ ଶିକ୍ଷକ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର - ୨୦୨୪ ସମାରୋହ ଅନୁଷ୍ଠିତ । ଶିକ୍ଷକଙ୍କ ନୀତିବାଣୀ, ଉପଦେଶ ଓ ଜୀବନଶୈଳୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁକରଣ ହେବା ବିଧେୟ ବୋଲି ବିଧାୟକଙ୍କ ଆହ୍ୱାନ । ଝାରସୁଗୁଡ଼ା ତା୦୫/୦୯ - ଝାରସୁଗୁଡ଼ା ଜିଲ୍ଲା…

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ପାଳିତ

ପୁରୀ ,୫/୯: ପବିତ୍ର ଗୁରୁଦିବସ ଅବସରରେ ପୁରୀ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ,ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବ ଓ ସମଗ୍ର ଶିକ୍ଷା, ପୁରୀଙ୍କ ଆନୁକୁଲ୍ୟରେ ସଦ୍ଭାବନା ଗୃହ ଠାରେ ଆୟୋଜିତ…

ସପିଙ୍ଗମଲ ଯୋଗୁ ବଡଦାଣ୍ଡ ଜାମ, ୪ ବାଇକ ଆରୋହୀ ଆହତ

  ପୁରୀ,୫/୯: ବଡଦାଣ୍ଡରେ ଖୋଲିଛି ଅନେକ ସପିଙ୍ଗମଲ । ଅଧିକାଂଶ ର ପାର୍କିଂ ବ୍ଯବସ୍ଥା ନାହିଁ । ଅଗ୍ନି ନିରାପତ୍ତା ବ୍ଯବସ୍ଥା ନାହିଁ । ବଡଦାଣ୍ଡକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯାଉଛି । ବଡଦାଣ୍ଡ ମଝି ବାଡ ଯୋଗୁ ବାମପାର୍ଶ୍ୱରେ ଗାଡି ଯାଉଛି । ବାମରୁ ଡାହାଣକୁ ବୁଲିବା ପାଇଁ ମଝିରେ…

ଶିକ୍ଷକତା ଏକ ବୃତ୍ତି ନୁହେଁ, ଯୋଗ୍ୟତା : ଅରୁଣ

ଓଡ଼ଗାଁରେ ପାରମ୍ପରିକ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ଶିକ୍ଷକତା ଏକ ଯୋଗ୍ୟତା । ତେବେ ଅନ୍ୟାନ୍ୟ ଯୋଗ୍ୟତା ଠାରୁ ଏହା ସ୍ବତନ୍ତ୍ର । ଜଣେ ଶିକ୍ଷକ ଗଢିପାରେ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍, ଓଏଏସ୍ ଭଳି ଅନେକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିତ୍ଵ ।…