ବରକନ୍ୟା ଝରଣାର ପ୍ରକଳ୍ପ ବିକାଶ ପାଇଁ ଉଦ୍ୟମ
ପର୍ଯ୍ୟଟନ ଋତୁ ପୂର୍ବରୁ ସର୍ବନିମ୍ନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ
ଓଡ଼ଗାଁ, ୨୨।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ନିହଲପ୍ରସାଦ ଗ୍ରାମ ନିକଟସ୍ଥ ବରକନ୍ୟା ଝରଣାର ଭିତ୍ତିଭୂମି ବିକାଶ ନେଇ ପୁଣିଥରେ ପ୍ରଶାସନିକ ତତ୍ପରତା ପ୍ରକାଶ!-->!-->!-->…