ରସଲକୋଣ୍ଡା ବର୍ତ୍ତମାନର ଭଞ୍ଜମାଟି ଭଞ୍ଜନଗରରେ ପାଳିତ ହେଲା ଘୁମୁସର ଦିବସ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଦୀର୍ଘ ଦେଢ଼ଶହ ବର୍ଷ ରୁ ଉର୍ଦ୍ଧ ସମୟ ବ୍ୟବଧାନରେ ପ୍ରଥମ ଥର ପାଇଁ ଅତିତର ରସଲକୋଣ୍ଡା ବର୍ତ୍ତମାନର ଭଞ୍ଜମାଟି ଭଞ୍ଜନଗରରେ ପାଳିତ ହେଲା ଘୁମୁସର ଦିବସ। ଯେଉଁ ଦିବସ କି ସମଗ୍ର ଓଡ଼ିଆ ଭାସି ଜନସାଧାରଣ ଙ୍କ ପାଇଁ ଗର୍ବ ଓ ଗୌରବର ଦିବସ। ଏହା ଇତିହାସ ର ସ୍ମୃତି…

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ଶ୍ରୀମତି ବବିତା ପାତ୍ର ଙ୍କ ଦ୍ଵାରା ଜିଲ୍ଲା ପରିଦର୍ଶନ ଓ…

ଜଗତସିଂହପୁର, ତା ୧୧.୦୯.୨୦୨୫ /ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା, ଶ୍ରୀମତି ବବିତା ପାତ୍ର ଓ ସଦସ୍ୟା, ଶ୍ରୀମତି କସ୍ତୁରୀ ମିଶ୍ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ଶିଶୁ ସୁରକ୍ଷା ବିଷୟରେ…

ବେଲଗୁଣ୍ଠା ବ୍ଳକ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସାକ୍ଷରତା ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ଜାତୀୟ ସାକ୍ଷରତା ଦିବସ ଅବସରରେ ସାକ୍ଷରତା ସମ୍ପର୍କରେ ସାମାଜିକ ସଚେତନତା ପଦଯାତ୍ରା କରାଯାଇଛି। ଜାତୀୟ ସେବା ଯୋଜନା ଅଧିକାରୀ…

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ ୪ ଗିରଫ।

ବ୍ରହ୍ମପୁର : ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଭ୍ରାମ୍ୟମାଣ ଦଳ ପକ୍ଷରୁ ସ୍ଥାନୀୟ ମେଡିକାଲ୍ ପଡିଆ ନିକଟରେ ଦୁଇ ସନ୍ଦିଗ୍ଧ ଯୁବକକୁ ଉଠାଇ ଆଣି ଯେରା କରିବା ବେଳେ ସେମାନଙ୍କ ନିକଟରୁ ୯୧ ଗ୍ରାମର ବ୍ରାଉନସୁଗାର ମିଳିଥିଲା ଓ ଅଧିକ ଯାଞ୍ଚ୍ ବେଳେ ବାବୁ ଦଳେଇ ଓ ନାରାୟଣ ପାତ୍ର ଉକ୍ତ…

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

 ବାଣପୁର:(ସେକ କୌସର):ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର୍ ସୁର୍ ପ୍ରତାପ୍ ନରେନ୍ଦ୍ର ସିଂହ ବର୍ମା…

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଵର୍ଗତ ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ପରିବାର ସଦସ୍ୟଙ୍କୁ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ବିଜୟଲକ୍ଷ୍ମୀ ଶରଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁ୍ଥିବା ଶିକ୍ଷକ ପବିତ୍ର କୁମାର ପଟ୍ଟନାୟକଙ୍କ ଅକାଳ ବିୟୋଗ ପରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଵର୍ଗତ ପଟ୍ଟନାୟକଙ୍କ ପରିବାର…

ଦଲାଲମାନେ ଖୋଲାଖୋଲି କିଣୁଛନ୍ତି ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳ ସହିତ ମାଣ୍ଡିଆ

ମାଲକାନଗିରି,କାଲିମେଳା:ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଅଫିସ ସମ୍ମୁଖରେ,ଦଲାଲମାନେ ଖୋଲାଖୋଲି ଭାବରେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳ ସହିତ ମାଣ୍ଡିଆ କିଣିବାର ଦେଖିବାକୁ ମିଳିଛି। ସରକାର ଗରିବ ପରିବାରର ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ପାଇଁ…

ଅଧ୍ୟାପିକା ଏଲୋରା ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର ତା ୧୦ | ୯ -ପଟିଆ ନିବାସୀ ଶ୍ରୀମତୀ ଏଲୋରା ପଣ୍ଡା ଏକ ଘରୋଇ ହାସପାତାଳରେ ତାଙ୍କର ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ହୋଇଥିଲା । ସ୍ୱର୍ଗୀୟା ପଣ୍ଡା ଜଣେ ଧର୍ମପରାୟଣା , ସମାଜସେବୀ ଓ ଅତି ପରୋପକାରୀ ମହିଳା ଥିଲେ। ସେ ବିଭିନ୍ ଶିକ୍ଷାନୁଷ୍ଠାନରେ ତଥା…

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ।

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତି  ସୂପାର ଠେଲାଙ୍କ ସଭାପତିତ୍ବରେ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା…

ଏକ ପେଡ ମା କେ ନାମ ୨.୦ ପାଇଁ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ମା ଓ ଗଛ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱଵହନ କରେ | ଏକ ପେଡ ମା କେ ନାମ ୨.O ଅଧୀନରେ ସାର ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରା଼ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଆଜି ଡେରାବିଶ ବ୍ଲକ ବାରିମୂଳ ସ୍ଥିତ…