ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨୦୧୯ ବ୍ଯାଚ ଓଏଏସ ଟପ୍ପର ତଥା ବାମରା ତହସିଲଦାର ଅଶ୍ବିନୀ ପଣ୍ଡା ଗିରଫ
ସମ୍ବଲପୁର(ଲିପନ ନାଏକ ): ଏହି ଉତ୍କୋଚ ଟଙ୍କା ଦେଣ ନେଣରେ ପ୍ରମୁଖ ମାଧ୍ୟମ ସାଜି ଆସୁଥିବା ଶ୍ରୀ ପଣ୍ଡାଙ୍କ ଗାଡି ଡ୍ରାଇଭର ପ୍ରବୀଣ କୁମାରକୁ ମଧ୍ଯ ଗିରଫ କରାଯାଇଛି ବୋଲି କହିଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ପ୍ରଦ୍ଯୁମ୍ନ କୁମାର ଦ୍ବିବେଦୀ | ତହସିଲଦାର ଶ୍ରୀ ପଣ୍ଡା ଗତ ଜୁଲାଇ ମାସରେ…