ଭକ୍ତିମୟ ପରିବେଶରେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମା’ଙ୍କ ଭସାଣି ଉତ୍ସବ

ବେଲଗୁଣ୍ଠା,୨୪/୧୦,-(ଶିବରାମ ଚୌଧୁରୀ )-ଦୀର୍ଘଦିନର ପୂଜାର୍ଚ୍ଚନା, ଭକ୍ତି ଓ ଉତ୍ସାହର ପରିସମାପ୍ତି ଘଟାଇ ଧରାପୃଷ୍ଠରୁ ବିଦାୟ ନେଲେ ଜଗଜ୍ଜନନୀ ମା’ ଦୁର୍ଗା। ବେଲଗୁଣ୍ଠା ସହରର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଭସାଣି ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଥିବା ବେଳେ ଭକ୍ତିମୟ ପରିବେଶରେ…

ଝାଡ଼େଶ୍ୱର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ହିଁ ଦଳର ପ୍ରକୃତ ଶକ୍ତି: ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା, ୨୪/୧୦: ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଝାଡ଼େଶ୍ୱର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା…

ଝାରସୁଗୁଡ଼ା ବେଦାନ୍ତ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ହସ୍ପିଟାଲରେ ରୂପାନ୍ତରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ; ବିଧାୟକ ଓ…

-ଅଞ୍ଚଳବାସୀଙ୍କୁ ଉନ୍ନତ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ମିଳିତ ପଦକ୍ଷେପ -ଆବଶ୍ୟକୀୟ ଭିତ୍ତିଭୂମି, ଚିକିତ୍ସା ସୁବିଧା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ଝାରସୁଗୁଡ଼ା, ୨୪/୧୦: ଝାରସୁଗୁଡ଼ା ଜିଲ୍ଲାର ଜନସାଧାରଣଙ୍କୁ ସୁଲଭ ତଥା ଉଚ୍ଚମାନର…

୭୦% ଦିବ୍ୟାଙ୍ଗଙ୍କୁ ସାତ ସପନ ପକ୍କାଘର! ଅନ୍ତୋଦୟ ଗୃହ ଯୋଜନାରୁ ବଞ୍ଚିତ ଅଭିଯୋଗ ।

ଖୋର୍ଦ୍ଧା ରୁ (ସେକ ଜାଫର ):ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ସତ୍ତ୍ୱେ ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ପକ୍କାଘର ଆଜି ବି ସାତ ସପନ! ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ର ପ୍ରଧାନ। ଏ ହେଉଛନ୍ତି ଖୋର୍ଦ୍ଧା…

ରୋଟାରୀ କ୍ଲବ ଅଫ ଏଲିଟ ବଲାଙ୍ଗୀର ତରଫରୁ ବିଶ୍ୱ ପୋଲିଓ ଦିବସ ପାଳନ

ବଲାଙ୍ଗୀର: ଆଜି ରୋଟାରୀ କ୍ଲବ ଅଫ ଏଲିଟ ବଲାଙ୍ଗୀର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ. ପୁଷ୍ପାଞ୍ଜଳୀ ମିଶ୍ର ବିଶ୍ୱ ପୋଲିଓ ଦିବସକୁ ଉଦଘାଟନ କରିବା ସହିତ ଏହାର ନିରାକରଣ ପାଇଁ…

ଗୋପାଳପୁର ବେଳାଭୂମିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ସଫେଇ ଓ ସଚେତନତା ଅଭିଯାନ

ବ୍ରହ୍ମପୁର, ୨୪.୧୦.୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଗୋପାଳପୁର ବେଳାଭୂମିରେ ଏକ ସ୍ୱେଚ୍ଛାକୃତ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୋପାଳପୁରର ଟାଟା ଷ୍ଟିଲ୍ ଫେରୋ ଆଲୋଏଜ୍ ପ୍ଲାଣ୍ଟ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର କର୍ମଚାରୀ ଏବଂ ରିସ୍ତା…

ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍…

ଭୁବନେଶ୍ୱର, ଅକ୍ଟୋବର ୨୪: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରେ ନାମ ଲେଖାଇଥିବା ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଦୁଇଦିନିଆ…

ସପ୍ତଦଶ କେନ୍ଦୁଝର କଳା ଉତ୍ସବ ୨୦୨୬ ଉଦ୍‌ଘାଟିତ

କେନ୍ଦୁଝର: କଳା, ସଂସ୍କୃତି ଓ ସାହିତ୍ୟର ମହାକୁମ୍ଭ ସପ୍ତଦଶ କେନ୍ଦୁଝର କଳା ଉତ୍ସବ ୨୦୨୬ ଶନିବାର ଆରମ୍ଭ ହୋଇଛି। ସାଂସ୍କୃତିକୀ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଝୋଟି ପ୍ରତିଯୋଗିତା ସହ ସଙ୍ଗୀତ ଆସର ଓ କଳା କର୍ମଶାଳା ଆୟୋଜିତ ହୋଇଛି । ଜିଲ୍ଲାର…

ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ଜୋନ୍ ସ୍ତରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ…

ମାଲକାନଗିରି (୨୪/୧୦/୨୬)ସୁରେନ୍ଦ୍ର କୁମାର ବେମାଳ:-ମାଲକାନଗିରି ବିଜୁ ଜନତା ଦଳର ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ଜୋନ୍ ସ୍ତରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମାଲକାନଗିରି ବ୍ଲକ…

ପୁଣି ଜଣେ ଯୁବକ କୁ ନିର୍ମମ ହତ୍ୟା।

କବିସୂର୍ଯ୍ୟ ନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ମାଲଗୁଡିଆ ଛକରେ ଜଣେ ଯୁବକ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ପୋଲସରା ଥାନା…