ଠେଙ୍ଗାଧରାରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୭ ଅଟକ
ବେଲଗୁଣ୍ଠା,୨୫/୧୦,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତେଙ୍ଗଧରା ଗ୍ରାମରେ ଦିବା ପାଟ୍ରୋଲିଂ ସମୟରେ ପୁଲିସ ଏକ ଜୁଆ ଆଡ୍ଡା ଠାବ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖିଛି।ପୁଲିସ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ଟିମ୍ ଠେଙ୍ଗାଧରା!-->…