ଜିଲ୍ଲା ସ୍ତରୀୟ ଅଣ୍ଡର – ୧୯ ଫୁଟବଲ ଟୁର୍ଣ୍ଣାମେଣ୍ଟ , ନାଗମୁଣ୍ଡୁଳୀ ଚମ୍ପିୟାନ
ରଘୁନାଥ ଆଥଲେଟିକ ଆସୋସିଏସନ୍ ଓଡ଼ଗାଁ
ଓଡ଼ଗାଁ,୧୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଅଣ୍ଡର -୧୯ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ନାଗମୁଣ୍ଡୁଳୀ ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ରଘୁନାଥ ଆଥଲେଟିକ ଆସୋସିଏସନ୍…