ଭାରତ ସରକାର ଏବଂ ଓଡିଶା ସରକାର ଙ୍କ 16 ଦିନିଆ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ଅନୁଷ୍ଠିତ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଭାରତ ସରକାର ଓଡିଶା ସରକାର ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ର ନିର୍ଦେଶ କ୍ରମେ 25 ନଭେମ୍ବର ଠାରୁ ଆରମ୍ବ ହୋଇ ଚଳିତ ମାସ 10 ଡିସେମ୍ବର 2025 ରେ ଉଦଯାପନୀ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବଂଶଧାରା କଲେଜ ରେ ଅନୁଷ୍ଠିତ ହୋଇ ଯାଇଛି

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲୀପ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ଜବାହାର ଚୌଧୁରୀ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ହେମା ଶବର ଗୁଣୁପୁର ବ୍ଲକ ଶିଶୁ ବିକାଶ ଅଧିକାରୀ ସୁଷମା ପ୍ରସାଦ ସାମାଜିକ କର୍ମୀ ପିଙ୍କି ମହାପାତ୍ର ବଂଶଧାରା କଲେଜ ର ଅଧକ୍ଷ୍ୟ ଲଷ୍ମୀ ମହାଙ୍କୁଡ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶ ଦାତ୍ରୀ ଜୟଶ୍ରୀ ମହାପାତ୍ର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ହବ ପରମାନନ୍ଦ ବେବର୍ତ୍ତା ଯୋଗ ଦେଇ ଥିଲେ

ଏହି କାର୍ଯ୍ୟକ୍ରମ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ବଂଶଧାରା କଲେଜ ର ଅଧକ୍ଷ୍ୟ ଲଷ୍ମୀ ମହାଙ୍କୁଡ ଦେଇ ଥିଲେ

Leave A Reply

Your email address will not be published.