ଦେବୀ ନଦୀରେ ଦେଖିବାକୁ ମିଳିଲା ଅଲିଭରିଡ଼ିଲି କଇଁଛ ଙ୍କମିଳନ ପ୍ରକ୍ରିୟା ,ପରିବେଶ ପାଇଁ ଶୁଭ ସଙ୍କେତ |
ଅସ୍ତରଙ୍ଗ :୧୫.୧୨.୨୦୨୫ ପ୍ରତି ବର୍ଷ ଭଳି ଚଳିତବର୍ଷ ଅସ୍ତରଙ୍ଗ ଦେବୀ ମୁହାଣ ଅଞ୍ଚଳ କୁ ଆସିଗଲେଣି ଅତିଥି ,ଯାହା ଅଲିଭରିଡ଼ିଲି ସାମୁଦ୍ରିକ କଇଁଛ ମାନଙ୍କୁ କୁହାଯାଇଥାଏ | ଏହି ସାମୁଦ୍ରିକ କଇଁଛ ଙ୍କ ଜୀବନ ଶୈଳୀ ବେଶ ନିଆରା ,ବର୍ଷର ସବୁ ସମୟରେ ଏହି ସାମୁଦ୍ରିକ କଇଁଛ ମାନେ ଭାରତ ମହାସାଗର…