ଲୁଣି ଗ୍ରାମରୁ ୪୦ ଗ୍ରାମ ସୁନା ସହିତ ୩୦ ହଜାର ଟଙ୍କା ଚୋରି,
ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ପଞ୍ଚାୟତ ଲୁଣି ଗ୍ରାମର ଭଗବାନ ମୁଦୁଲିଙ୍କ ଘରେ ଶନିବାର ରାତିରେ ଚୋର ପସି ୪୦ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ନଗଦ ୩୦ ହଜାର ଟଙ୍କା ଚୋରି ହେଉଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ…