ଓଡ଼ଗାଁ ଏନ୍ଏସି କୁମ୍ଭିଆପଲ୍ଲୀରେ ହାତୀପଲ
;କୁମ୍ଭିଆପଲ୍ଲୀ ଜଙ୍ଗଲରେ ଡେରା, ବନବିଭାଗର ନଜର; ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ
ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଓଡ଼ଗାଁ ଏନ୍ଏସିର କୁମ୍ଭିଆପଲ୍ଲୀ ଗ୍ରାମ ପଛପାଖ ଘଞ୍ଚ ଜଙ୍ଗଲରେ ଶନିବାର ସନ୍ଧ୍ୟାରେ ଏକ ହାତୀପଲର ଉପସ୍ଥିତି!-->!-->!-->…