ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନ
ବେଲଗୁଣ୍ଠା, - :(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନକାର୍ଯ୍ୟକ୍ରମ ମାଆ କନ୍ଧୁଣିଦେବୀ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୀଠରେ ମାଆ କନ୍ଧୁଣିଦେଵିଙ୍କୁ ସମସ୍ତ ସହପାଠୀ ଏକ ଭକ୍ତିପୂତ ପୂଜାପାଠ କରିଥିଲେ।…