ବିଦ୍ୟୁତ୍ ବିଭ୍ରାଟକୁ ନେଇ ରାସ୍ତା ଅବରୋଧ;
ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି ଯାନବାହନ
ଓଡ଼ଗାଁ, ୨୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘଦିନ ଧରି ବିଦ୍ୟୁତ୍ ଯୋଗାଣରେ ଲାଗି ରହିଥିବା ବିଭ୍ରାଟ ଏବଂ ଲଗାତାର ଦୁଇଦିନ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବାକୁ ନେଇ ନାଉଖାଲ ଅଞ୍ଚଳର ଉପଭୋକ୍ତାମାନେ ଉତ୍ତ୍ୟକ୍ତ ହୋଇ!-->!-->!-->…