ମହିଳା ନେତ୍ରୀ କମଳିନୀ ଗିରଫ
ନୟାଗଡ଼ :- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ଚାକିରୀ କରାଇ ଦେବାକୁ କହି ଅର୍ଥ ଠକେଇ କରିଥିବା ମହିଳା ନେତ୍ରୀ କମଳିନୀ ପାଟ୍ଟଶାଣୀକୁ ଗିରଫ କରିଛି । ୭ ଜଣ ଲୋକଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ରାକେଶ କୁମାର ଜେନାଙ୍କ…